ରାଗ ରୋଷର ମହାପର୍ବ ହେରା ପଞ୍ଚମୀ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ ): ରାଗ ରୋଷର ମହାପର୍ବ ହେରା ପଞ୍ଚମୀ । ଶ୍ରୀମହାପ୍ରଭୁଙ୍କୁ ମୋହନ ବିଦ୍ଯା ରେ ବାନ୍ଧିବେ ପାଟ୍ଟମାହାଦେଈ । ମହାପ୍ରଭୁଙ୍କ ବିରହରେ ଅସ୍ଥିର ହେଲେଣି ମା ସାଆନ୍ତାଣୀ । […]

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ବିଗ୍ରହ

ଜନ୍ମବେଦୀରେ ଶ୍ରୀଜିଉ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ମିଳିବ ଆଡ଼ପ ଅବଢା । ଅନ୍ୟପଟେ ଆଜି […]

ଜନ୍ମବେଦୀରେ ଲୀଳା କରିବେ କାଳିଆ ସାଆନ୍ତ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଏବେ ରତ୍ନବେଦୀ ନୁହେଁ ଜନ୍ମବେଦୀରେ ଲୀଳା କରିବେ କାଳିଆ ସାଆନ୍ତ । ସେଦିନ ମାକୁ କଥା ଦେଇଥିଲେ , ପ୍ରତିବର୍ଷ ଯେମିତି ହେଲେ ମା ପାଖକୁ ଆସିବେ । […]

ନବଯୌବନ ବେଶରେ ଆଖି ଲାଖିଗଲା

ସରିଲା ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ହେବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିଲା । ଆଜି ସକାଳ ୮ଟାରୁ […]

ଆଜିଠୁ ସଜେଇ ହେବେ ଶ୍ରୀଜୀଉ, ୧୯ରେ ନବଯୌବନ ଦର୍ଶନ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଆଜିଠାରୁ ଶ୍ରୀମୁଖ ଶୃଙ୍ଗାର ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠୁ ବଡ଼ ବନକଲାଗି ନୀତି ଆରମ୍ଭ ହେବ । ଶନିବାର ଓ ରବିବାର ଦୁଇଦିନ ଧରି ଏହି […]

ସକାଳ 8ରୁ ନବଯୌବନ ଦର୍ଶନ କରିବେ ଭକ୍ତ

ଜୁନ୍ ୨୦ରେ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା। ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଜୁନ୍‌ ୧୯ରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ପାରିମାଣିକ ଦର୍ଶନ ଆରମ୍ଭ ହେବ। ୯ଟା ଯାଏଁ ଭକ୍ତମାନେ […]

ରଥଯାତ୍ରାରେ ମୁତୟନ ହେବେ ୧୬୦ ପ୍ଲାଟୁନ୍ ଫୋର୍ସ

ଆଉ ୬ ଦିନ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ପୁରୀରେ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏସପିଙ୍କ […]

ରଥଯାତ୍ରାରେ ଉଡିପାରିବନି ଡ୍ରୋନ୍

ଆସନ୍ତା 20 ତାରିଖରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏହା ପରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା […]