ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର । ମହାରାଷ୍ଟ୍ର ସରକାର ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । […]