ଦୀପାବଳୀରେ ଜଳିଗଲା ୫ଟି ବସ୍‌ ପାଉଁଶ ଭୁବନେଶ୍ୱର ତମାଣ୍ଡୋରେ ଦୀପାବଳିରେ ଅଘଟଣ । ଦୀପାବଳି ଅବସରରେ ରାଜଧାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି […]