ଆସନସୋଲରୁ ଶତ୍ରୁଘ୍ନ-କୃଷ୍ଣନଗରୁ ମହୁଆ-ହୁଗଳିରୁ ରଚନା ବାନାର୍ଜୀ ଲୋକସଭା ନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ତ୍ରୁଣମୂଳ କଂଗ୍ରେସ। ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା […]