କର୍ଣ୍ଣାଟକରେ ଫେରିଲା କ୍ୱାରେଣ୍ଟାଇନ କର୍ଣ୍ଣାଟକରେ ଫେରିଲା କୋଭିଡ୍ କଟକଣା । କରୋନାରେ ସଂକ୍ରମିତ ବ୍ୟକ୍ତି ୭ ଦିନ ପର୍ଯ୍ୟନ୍ତ ଘରୋଇ ସଙ୍ଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା […]