ଓଡ଼ିଶା ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ User 003 February 24, 2024 0 ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବେଶରେ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା […]
ଓଡ଼ିଶା ଜିଲ୍ଲା ଫେବୃଆରୀ ୨୩ରୁ ମାର୍ଚ୍ଚ ୧୯ ଯାଏଁ ହେବ ନାଟମଣ୍ଡପ ମରାମତି କାମ User 003 February 21, 2024 0 ୨୩ରୁ ଆରମ୍ଭ ନାଟମଣ୍ଡପ ମରାମତି କାମ ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯ ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । […]
ଓଡ଼ିଶା ମହାପ୍ରଭୁଙ୍କ ବନକଲାଗି ନୀତି User 003 February 21, 2024 0 ମହାପ୍ରଭୁଙ୍କ ବନକଲାଗି, ୩ଘଣ୍ଟା ବନ୍ଦ ରହିବ ଦର୍ଶନ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ନୀତି ଚାଲିବ । ତେଣୁ ସନ୍ଧ୍ୟା ୬ଟାରୁ […]
ଓଡ଼ିଶା ଶ୍ରୀମନ୍ଦିର ସହ ଯୋଡ଼ି ହେବ ସୂର୍ଯ୍ୟମନ୍ଦିର User 003 February 20, 2024 0 ପୁରୀରୁ କୋଣାର୍କ ଗଡ଼ିବା ଟ୍ରେନ ଶ୍ରୀମନ୍ଦିର ସହ ଯୋଡ଼ି ହେବ ସୂର୍ଯ୍ୟମନ୍ଦିର। ପୁରୀରୁ କୋଣାର୍କ ଗଡ଼ିବା ଟ୍ରେନ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ […]
ଓଡ଼ିଶା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୪ ସପ୍ତାହରେ ନିଯୁକ୍ତି ହେବେ ଅଧ୍ୟକ୍ଷ User 003 February 16, 2024 0 ୪ ସପ୍ତାହରେ ରତ୍ନଭଣ୍ଡାର ଅଧ୍ୟକ୍ଷ ନିଯୁକ୍ତି ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲା ଓ ଗଣତି ଆବେଦନ ମାମଲା । ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି କରିବେ ସରକାର । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର […]
ଓଡ଼ିଶା ଆଜି ଠାରୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ User 003 February 14, 2024 0 ଆଜି ରଥକାଠ ଅନୁକୂଳ ପବିତ୍ର ଶ୍ରୀପଞ୍ଚିମୀରେ । ଆଜି ଠାରୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ। ଶ୍ରୀନଅର ସମ୍ମୁଖ ରଥଖଳାକୁ ରଥକାଠ ଆଗମନ ହେବ। ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ […]
ଓଡ଼ିଶା ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ User 003 February 5, 2024 0 ୩ଘଣ୍ଟା ବିଳମ୍ବରେ ନୀତିକାନ୍ତି ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ । ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଶତାଧିକ ଅଭଡା କୁଡୁଆ । କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି […]
ଓଡ଼ିଶା ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟର ତଳଭାଗରେ ଫାଟ User 003 February 5, 2024 0 ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟରେ ଫାଟ ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟର ତଳଭାଗରେ ଫାଟ । ପଦ୍ମପାଖୁଡାରେ ଏକ ବିରାଟ ଫାଟ ସୃଷ୍ଟି ହୋଇ ଏହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି । ଏପରିକି ଗୁମୁଟରେ […]
ଓଡ଼ିଶା ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦେବାଭିଷେକ ନୀତି User 003 January 25, 2024 0 ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ ଆଜି ପବିତ୍ର ପୌଷପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ […]
ଓଡ଼ିଶା ପୁରୀ ଯାଇ ଜଗନ୍ନାଥଙ୍କୁ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ User 003 January 23, 2024 0 ଜଗନ୍ନାଥ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ […]
ଓଡ଼ିଶା ରତ୍ନଭଣ୍ଡାର ଚାବି ହଜିବା ଘଟଣା, ତଦନ୍ତ ରିପୋର୍ଟ ମାଗିଲେ ହାଇକୋର୍ଟ User 003 January 17, 2024 0 ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରତ୍ନଭଣ୍ଡାର ଚାବି ହଜିବା ଘଟଣା। ତଦନ୍ତ ରିପୋର୍ଟ ମାଗିଲେ ହାଇକୋର୍ଟ । ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର […]