ସୁଡ଼ଙ୍ଗକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା

ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଚର୍ଚ୍ଚା, ASI କରିବ ଯାଞ୍ଚ ଶ୍ରୀମନ୍ଦିର ଭିତରେ ସୁଡ଼ଙ୍ଗ ରହିଛି କି? ଏମିତି କିଛି ଚର୍ଚ୍ଚାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁଡ଼ଙ୍ଗ ଚର୍ଚ୍ଚାକୁ […]

ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା

ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି ସରି ସରି ଆସୁଛି ବଡଦାଣ୍ଡରେ ଶ୍ରୀଜିଉଙ୍କ ଲୀଳାଖେଳା। ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା। ଏଥିପାଇଁ […]

ଆଜି ଶ୍ରୀଜିଉଙ୍କ ସୁନାବେଶ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ପୁରି ଉଠିବ ସିଂହଦ୍ବାର, ଉଚ୍ଛୁଳିବ ବଡ଼ଦାଣ୍ଡ । ସକାଳୁ […]

ଆସନ୍ତାକାଲି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ

ସୁନାବେଶ ପାଇଁ ତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ । ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନ୍ଦର ସୁନାବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ […]

ପୁଣିଥରେ ଖୋଲିବ ରତ୍ନଭଣ୍ଡାର

ଜୁଲାଇ ୧୮ରେ ପୁଣିଥରେ ଖୋଲାଯିବ ଭିତର ରତ୍ନଭଣ୍ଡାର ପୁଣିଥରେ ଖୋଲିବ ରତ୍ନଭଣ୍ଡାର । ଆସନ୍ତା ଜୁଲାଇ ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ । ଏନେଇ ଆଜି ବୈଠକ ପରେ ସୂଚନା […]

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

କାଲି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ରଥାରୁଢ଼ ତିନି ଦିଅଁ ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଭକ୍ତି ଓ ଭାବରେ ବୁଡ଼ିଲା ଶ୍ରୀକ୍ଷେତ୍ର। ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ […]

ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍

ସୁନାବେଶ ପାଇଁ ପୁରୀକୁ ଆସିବ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ରଥଯାତ୍ରା ପାଇଁ ପୁରୀ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ଭିଡ । କାହିଁ କେଉଁ ଦୁରଦୁରାନ୍ତରରୁ ଶ୍ରୀକ୍ଷେତ୍ରକୁ ଛୁଟିଆସୁଛନ୍ତି ଶ୍ରଦ୍ଧାଳୁ । କାଳିଆକୁ ଦେଖିବା ପାଇଁ […]

ପୁଣି ରଥରେ ଚଢିଲେ ଅଣସେବାୟତ

ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥରେ ଚଢିଲେ ଅଣସେବାୟତ । ଦେବୀ ସୁଭଦ୍ରାଙ୍କ ରଥରେ ଦୁଇ ଅଣ ସେବାୟତ ଚଢିଲେ । ସେବାୟତ ବେଶରେ ଦୁଇ ଜଣ ବ୍ୟକ୍ତି […]

ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ

ଜନ୍ମବେଦୀ ଛାଡ଼ି ବହୁଡ଼ିବେ ଶ୍ରୀଜିଉ ସରିଲା ଜନ୍ମବେଦୀରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ […]

ଚାବିରେ ଖୋଲିଲାନି ତାଲା ଭଙ୍ଗାଗଲା

ତାଲା ଭାଙ୍ଗି ଭିତର ରତ୍ନଭଣ୍ତାର ଖୋଲାଗଲା ତାଲା ଭାଙ୍ଗି ଭିତର ରତ୍ନଭଣ୍ତାର ଖୋଲାଗଲା । ଏନେଇ ସୂଚନା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ […]

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । ଯାହା ଜାଣିବାକୁ ଅନେଇ ବସିଛନ୍ତି ହଜାର ହଜାର ଜଗନ୍ନାଥ ପ୍ରେମୀ, ଆଜି ସେହି ଦିନ […]