ଆଜି ବସିବ ନୀତି ବୈଠକ

ଆଜି ବସିବ ନୀତି ସବ୍-କମିଟି ବୈଠକ । ମହାପ୍ରଭୁଙ୍କ ନୀତି ବାବଦରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ […]

ଆସନ୍ତା ବୁଧବାର ହେବ ବନକଲାଗି ନୀତି

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଶ୍ରୀମନ୍ଦିରରେ ଆଜି ହେବନି ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତା ବୁଧବାର ହେବ ବନକଲାଗି ନୀତି । ଆସନ୍ତା ବୁଧବାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି […]

ବନକଲାଗି କରିବାକୁ ଅଡ଼ିବସିଲେ ସେବାୟତ

ପ୍ରଶାସନ – ସେବାୟତଙ୍କ ମଧ୍ୟରେ ତୁଟୁନି ବିବାଦ କେବେ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ପ୍ରଶାସନ ଓ ସେବାୟତଙ୍କ ସମନ୍ବୟ ଆଭାବରୁ ମହାପ୍ରଭୁଙ୍କ ହୋଇପାରୁନି ବନକଲାଗି ନୀତି । ବୁଧବାର  ହୋଇପାରିନି ମହାପ୍ରଭୁଙ୍କ […]

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ପରିଚୟ ପତ୍ର ଦେଖାଇ ଦର୍ଶନ କରିବେ ପୁରୀବାସୀ ଆଜିଠୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲା ହେଲା । କେବଳ ପୁରୀ ଲୋକ ଏହି ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ […]

ପୁରୀବାସୀଙ୍କ ପାଇଁ ଖୁସି ଖବର

କାଲିଠୁ ପୁରୀ ଲୋକଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ବାର କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଏସପି, […]

ଶ୍ରୀମନ୍ଦିରରେ ୨ଟାରୁ ୬ଟା ସାଧାରଣ ଦର୍ଶନ ବନ୍ଦ

 ଶ୍ରୀଜିଉଙ୍କୁ ଲାଗି ହେବ ରତ୍ନଚିତା ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି । ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ମହାପ୍ରଭୁଙ୍କ ଚିତାଲାଗି […]

ଖୋଲାଯାଉ ଶ୍ରୀମନ୍ଦିର ଚାରି ଦ୍ବାର

ଭିଡ଼କୁ ଦୃଷ୍ଟିରେ ରଖି ତେଜିଲା ଦାବି ଶ୍ରୀମନ୍ଦିରରେ ଖୋଲାଯାଉ ଚାରି ଦୁଆର । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଦର୍ଶନ ଦାବି । ବାରମ୍ବାର ଦାବି ପରେ […]

ଶ୍ରୀମନ୍ଦିର ବିଶୃଙ୍ଖଳା ରୋକିବାକୁ ପ୍ରୟାସ

ଅବଢାର ଲାଗିବ ରେଟ୍ ଚାଟ୍ ଶ୍ରୀମନ୍ଦିରରେ ବିଶୃଙ୍ଖଳା କମାଇବାକୁ ପ୍ରଶାସନର ତତ୍ପରତା । ଏଥର ଶ୍ରଦ୍ଧାଳୁଙ୍କୁ ପଚାରିବାକୁ ପଡିବନି ମହାପ୍ରସାଦର ଦର । ସିଧାସଳଖ ରେଟ୍ ଚାଟ୍ ଦେଖି ଭକ୍ତ କିଣିବେ ଅବଢା । […]

ଏକା ସାଙ୍ଗରେ ଆସୁଛି ଦୁଇ ଲଘୁଚାପ !

ରାଜ୍ୟରେ ଧୀରେଧୀରେ ବଦଳୁଛି ପାଣିପାଗ । ମୌସୁମୀ ଉପକୂଳ ଛୁଇଁଥିଲେ ସୁଦ୍ଧା ବର୍ଷାର ପ୍ରଭାବ ସେତେଟା ନାହିଁ। ମୌସୁମୀ ଜନିତ ବର୍ଷା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜିଠୁ ଏହି ବର୍ଷାର […]

ରଥରେ ଚଢିଥିଲେ ଅଣସେବାୟତ, ରିଲ୍ସ ଭାଇରାଲ !

ସରିଗଲା ରଥଯାତ୍ରା । ହେଲେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ରଥ ଉପରେ ଅଣସେବାୟତ ବେଶରେ ଚଢିଥିଲେ ମାଳ ମାଳ ଭକ୍ତ ।ପୁଣି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି […]

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୪ ଜଣଙ୍କୁ ନୋଟିସ କଲେ ହାଇକୋର୍ଟ

ଦୀର୍ଘଦିନ ଧରି ଜୋର ଧରୁଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ସବୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। କାହିଁକି ଶ୍ରୀମନ୍ଦିରର ପ୍ରସଙ୍ଗ ପ୍ରତୀତି ଓଡ଼ିଆଙ୍କ ଭାବାବେଗର ପ୍ରସଙ୍ଗ। ଏହି ପ୍ରସଙ୍ଗ ଏବେ […]