ଶପଥ ଗ୍ରହଣ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

ମଙ୍ଗଳବାର ଶପଥ ନେବେ ରଘୁବର ଦାସ ଓଡିଶାରେ ପହଞ୍ଚିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି । ରେଳ ଷ୍ଟେସନରୁ ସିଧା ରାଜଭବନ […]

୨୪ବର୍ଷ ତଳର ଛାତିଥରା ଘଟଣା !

ମହାବାତ୍ୟାର ମହାରୂପ ଦେଖିଥିଲା ଓଡ଼ିଶା ! ଆଜିକୁ ଠିକ୍ ୨୪ ବର୍ଷ ତଳର କଥା । ବୋଧ ହୁଏ କର୍ମମୟ ଜୀବନର ବ୍ୟସ୍ତତା ଆପଣଙ୍କୁ ଏହି ଘଟଣାକୁ ଭୁଲାଇ ଦେଇଥାଇ ପାରେ । ହେଲେ […]

ଆରମ୍ଭ ହେଲା ପୂଣ୍ୟ ମାସ କାର୍ତ୍ତିକ

ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଗହଳି ! ଆରମ୍ଭ ହୋଇଯାଇଛି ପବିତ୍ର ମହାକାର୍ତ୍ତିକ ବ୍ରତ । କାର୍ତ୍ତିକ ମାସକୁ ଧର୍ମର ମାସ ଭାବେ ମନା ଯାଏ । ଏହି ମାସରେ ଲୋକେ ଧର୍ମ କରିଥାନ୍ତି । କାର୍ତ୍ତିକ […]

ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ

ଚିଲିକାରେ ନିଖୋଜ ବିକ୍ରମଙ୍କ ମୃତଦେହ ଉଦ୍ଧାର ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଯେଉଁ ଚାଳକ ନିଖୋଜ ହୋଇଯାଇଥିଲେ, ତାଙ୍କର ମୃତଦେହ […]

ବାତ୍ୟାର ନାଁ ‘ହାମୁନ’ !

ବଙ୍ଗୋପସାଗରେ ବଢୁଛି ବାତ୍ୟା ! ଆସୁଛି ବଙ୍ଗୋପସାଗରରେ ବଡ ବାତ୍ୟା ! ଅକ୍ଟୋବର ମାସରେ ବାତ୍ୟା ଓଡ଼ିଶା ପାଇଁ କିଛି ନୂଆ ନୁହେଁ । ତେବେ ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି […]

ଆଗାମୀ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର !

ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜଙ୍କ ଗ୍ରୀନ୍ ସିଗନାଲ ! ରତ୍ନଭଣ୍ଡାର ଖୋଲିବାକୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳୁଥିବା ବେଳେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି […]

ଶ୍ରୀମନ୍ଦିରକୁ ଯାଉଥିଲେ ପିନ୍ଧନ୍ତୁନି ଏହି ପୋଷାକ !

ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ ନା ! ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଲାଗିଛି କଟକଣା । ଅଶ୍ଳୀଳ ପୋଷାକ ପରିଧାନ କରି ମନ୍ଦିର ଭିତରକୁ ଯାଇପାରିବେନି ଭକ୍ତ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ […]

ଆଜି ପବିତ୍ର ମହାଳୟା !

ପିତୃପୁରୁଷଙ୍କ ମୋକ୍ଷ ପ୍ରଦାନ ନେମନ୍ତେ ଚାଲିଛି ପିଣ୍ଡଦାନ ! ଆଜି ପବିତ୍ର ମହାଳୟା ତଥା ପିତୃପକ୍ଷର ଶେଷ ଦିନ । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । […]

ଆଜି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ

ଉତ୍କଳମଣିଙ୍କୁ କୋଟି ନମନ “ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ,ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।” ଏହି କଥାଟି ଆପଣଙ୍କୁ […]

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା […]

ବାମନ ବେଶରେ ଦର୍ଶନ ଦେବେ ମହାବାହୁ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ବେଶ। ବଳି ବାମନ ବେଶରେ ଆଜି ଦର୍ଶନ ଦେବେ ଶ୍ରୀଜୀଉ। କାଲି ସୁନିଆରେ ସ୍ଵତନ୍ତ୍ର ନୀତିକାନ୍ତି ପରେ ଆଜି ମହାବାହୁଙ୍କ ଏକ […]