ଏସଓପି ଅନୁସାରେ ସ୍ଥାନାନ୍ତରଣ ହେବ ସିନ୍ଦୁକ ଓ ଆଲମିରା

ସ୍ଥାନାନ୍ତର ହେବ ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରା ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ […]

ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ମାଗଣାରେ ମିଳିବ ମହାପ୍ରସାଦ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ଏନେଇ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ପୁରୀରେ ରଥ ସେବା ସମ୍ମାନ-୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ […]

ଭଗବାନ ପାଇଲେନି ଭକ୍ତଙ୍କ ଦାନ

ନଷ୍ଟ ହୋଇଗଲା ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ଭଗବାନ ପାଇଲେନି ଭକ୍ତଙ୍କ ଦାନ। ନଷ୍ଟ ହୋଇଗଲା ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ। ଟ୍ରକ୍ ଯୋଗେ ବାହାରକୁ ନିଆଯାଉଛି ବସ୍ତା ବସ୍ତା ଚାଉଳ। […]

ବିଳମ୍ବରେ ଆସିବାରୁ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କୁ ନୋଟିସ୍

ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ବିଳମ୍ବରେ ଆସିବାରୁ ଜଣେ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଧାର୍ଯ୍ୟ ସମୟର ୧୫ ମିନିଟ ବିଳମ୍ବରେ ଆସିଥିଲେ […]

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବାୟତ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ […]

ମହାପ୍ରଭୁଙ୍କ ମସ୍ତକରେ ଲାଗିହେବ ସୁବର୍ଣ୍ଣ ଚିତା

୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ଆରମ୍ଭ ହେବ ସ୍ବତନ୍ତ୍ର ନୀତିକାନ୍ତି । […]

ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ

ଖତ ଖାଇଗଲା ଅର୍ପଣ ଚାଉଳ ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ। ଅର୍ପଣ ଚାଉଳରେ ଲାଗି ପାରିବନି ଭୋଗ। ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ୧୪ହଜାର କ୍ୱିଣ୍ଟାଲ ଚାଉଳ ଆଦାୟ ହୋଇଥିଲା। […]

ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ହେବ ନବକଳେବର। ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ଏଭଳି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। […]

ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ରଥଙ୍କ ସୂଚନା

ରତ୍ନଭଣ୍ତାରରେ ଗୁପ୍ତ କୋଠରୀ ଓ ରହସ୍ୟ ସୁଡ଼ଙ୍ଗ! ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା, ଅଳଙ୍କାର ସବୁ ସ୍ଥାନାନ୍ତର ହେଲା । ହେଲେ ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ […]

ସରିଲା କାଳିଆର ରଥଲୀଳା

ନୀଳକନ୍ଦରକୁ ବିଜେ କଲେ ମହାପ୍ରଭୁ ସରିଲା କାଳିଆର ରଥଲୀଳା । ନୀଳାଦ୍ରି ବିଜେ କରିଛନ୍ତି ନୀଳାଦ୍ରିନାଥ। ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନୀଳକନ୍ଦର ବିଜେ କରିଛନ୍ତି ପ୍ରଭୁ ଚକାଡ଼ୋଳା । […]

ସୁଡ଼ଙ୍ଗକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା

ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଚର୍ଚ୍ଚା, ASI କରିବ ଯାଞ୍ଚ ଶ୍ରୀମନ୍ଦିର ଭିତରେ ସୁଡ଼ଙ୍ଗ ରହିଛି କି? ଏମିତି କିଛି ଚର୍ଚ୍ଚାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁଡ଼ଙ୍ଗ ଚର୍ଚ୍ଚାକୁ […]