ଖାଉଟିଙ୍କୁ ହନ୍ତସନ୍ତ କଲାଣି ବଜାର ଦରଦାମ। ସାଧାରଣ ଲୋକର ହାଣ୍ଡିଶାଳେ ଏବେ ହୁତୁହୁତୁ ହୋଇ ଜଳୁଛି ଦରଦାମ ନିଆଁ। କେତେବେଳେ ଟମାଟୋ, କଞ୍ଚାଲଙ୍କା ତ ଆଉ କେବେ ଅଦା। ଏବେ କିନ୍ତୁ ଯାହା କଥା […]