ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା ଇକ୍ୱାଡୋରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ବେଳେ ଅଘଟଣ । ପ୍ରଚାର ଅଭିଯାନ ବେଳେ ରାଷ୍ଟ୍ରପତି ପଦ ପାଇଁ ରେସ୍‌ରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ ଗୁଳି ମାରି ହତ୍ୟା […]