ଓଡ଼ିଶା ରାଜନୀତି ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ Jajati express Reporter August 31, 2023 0 ବାଚସ୍ପତି ରେସରେ ଅନେକ, କାହାକୁ ବିଜେଡି କରିବ ଭରସା ? ବାଚସ୍ପତି ନିର୍ବାଚନ ପାଇଁ ଜୋର ଧରିଲାଣି ରାଜନୀତି । ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । […]