ଚାଷୀଙ୍କୁ ମିଳିବ ୨୦ ହଜାର କୋଟି

ଚାଷୀଙ୍କ ଫାଇଲରେ ମୋଦିଙ୍କ ପ୍ରଥମ ଦସ୍ତଖତ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ ପରେ ଆଜି ସର୍ବପ୍ରଥମେ ପିଏମ୍ କିଶାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି ମୋଦୀ । ଆଜି ପିଏମଓ ପହଞ୍ଚିବା ପରେ ଏହା […]

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି। ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଏହି ଗୌରବର ଅଧିକାରୀ ହେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ଉଦ୍ଧାର ହେଲେ ଫସିଥିବା ସମସ୍ତ ଶ୍ରମିକ

ଶେଷ ଘଟିଲା ସବୁ ଅପେକ୍ଷାର ଅନ୍ତ ଶେଷରେ ଉଦ୍ଧାର ହେଲେ ଫସିଥିବା ସମସ୍ତ ଶ୍ରମିକ । ଅନେକ ଦିନରେ ବାହାରର ଦୁନିଆ ଦେଖି ସମସ୍ତେ ପାଇଲେ ଆଶ୍ବସ୍ତି । ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ […]

ବଢୁଛି ଶ୍ରେୟ ରାଜନୀତି

ପ୍ରଧାନମନ୍ତ୍ରୀ-ରାହୁଲ ଗାନ୍ଧୀ ମୁହାଁମୁହିଁ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ଏବେ ଆରମ୍ଭ ହୋଇଛି ଆଉ ଏକ ରାଜନୀତି । ଶ୍ରେୟ ରାଜନୀତି । ସଂସଦରେ ଗୃହୀତ ହେବା ପରେ ଏହାର ଲାଗୁ […]

ସ୍ୱାଧୀନତା ଦିବସ ସମାରୋହକୁ ଓଡ଼ିଶାର ଦୁଇ ଚାଷୀ ନିମନ୍ତ୍ରିତ

ସନ୍ତୋଷିନୀ, ଯୁବରାଜ ଓ ଅକ୍ଷୟଙ୍କୁ ଆସିଛି ଦିଲ୍ଲୀରୁ ନିମନ୍ତ୍ରଣ ଚଳିତବର୍ଷ ଜାତୀୟ ସ୍ୱାଧୀନତା ଦିବସ ସମାରୋହକୁ ଓଡ଼ିଶାର ଦୁଇଜଣ ଚାଷୀ ସନ୍ତୋଷିନୀ ମିଶ୍ର, ଯୁବରାଜ ଛତ୍ରିଆ ଓ ମନରେଗା ଶ୍ରମିକ ଅକ୍ଷୟ ଜୟଫୁଲଙ୍କୁ କେନ୍ଦ୍ର […]

ମହାରାଷ୍ଟ୍ରରେ ପାଓ୍ବାର ମୋଦି ଏକାଠି

ମହାରାଷ୍ଟ୍ରରେ ଗୋଟିଏ ମଞ୍ଚରେ ମୋଦି-ପାଓ୍ବାର ପୁଣେ ଗସ୍ତରେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ପୁଣେର ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜିତ […]

ପ୍ରଧାନମନ୍ତ୍ରୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର

ଏହି ସମ୍ମାନ ଦେଶବାସୀଙ୍କ ନିକଟରେ ଉତ୍ସର୍ଗ : ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର । ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମୋ […]

ଦୁଇମାସ ପରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

‘ମଣିପୁର ଘଟଣା ସମାଜ ପାଇଁ  ଲଜ୍ଜାଜନକ’ ଦୁଇ ମାସ ଧରି ଚାଲିଥିବା ମଣିପୁର ହିଂସାକାଣ୍ଡକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । ମଣିପୁରରେ ଦୁଇ ମହିଳାଙ୍କୁ ଉଲଘ୍ନ କରି ରାସ୍ତାରେ ଟଣାଓଟରା […]

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

କମ୍ପିବ ନୂଆ ସଂସଦ ଭବନ ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ନବନିର୍ମିତ ସଂସଦ ଭବନରେ ପ୍ରଥମ ଥର ପାଇଁ ଅଧିବେଶନ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ । ଅଧିବେଶନରେ […]

ଦୁର୍ନୀତିଗ୍ରସ୍ତଙ୍କ ସମାବେଶ: ନରେନ୍ଦ୍ର ମୋଦି

‘ସଫଳ ହୋଇଛି ମେଣ୍ଟ ସମୟର ପରୀକ୍ଷା’ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳମାନେ ନିଜକୁ ଏକଜୁଟ କରିବା ସହ ଶକ୍ତିପ୍ରଦର୍ଶନ କରୁଛନ୍ତି । ବେଙ୍ଗାଲୁରୁରେ […]

କକ୍ଷପଥରେ ଅବତରଣକୁ ଅପେକ୍ଷା

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ର ଉତକ୍ଷେପଣ ପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଇସ୍ରୋର ଏଭଳି […]