ଆକାଶଙ୍କର ମିଶନ୍‍ ସବୁଜକୋରେଇ ଅଭିଯାନ । କୋରେଇର ପୂର୍ବତନ ବିଧାୟକ, ମୋ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ନେତୃତ୍ୱରେ ମିଶନ୍‍ ସବୁଜକୋରେଇ ଅଭିଯାନ ଆନୁଷ୍ଠାନିକ ଭାବେ ଆଜି ଉଦ୍‍ଘାଟନ ହୋଇଛି । ଏହି […]