ଚାଲିପାରୁନି ଗୃହ, ଫେଲ ମାରିଲା ସର୍ବଦଳୀୟ ବୈଠକ !

ଅପରାହ୍ନ ୪ଯାଏଁ ଗୃହ ମୁଲତବୀ ଆଜି ତୃତୀୟ ଦିନରେ ବି ଚାଲିପାରୁନି ବିଧାନସଭା । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ଗୃହରେ ହୋହଲ୍ଲା ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା। ଗୃହରେ ସ୍ଵାଭାବିକ ସ୍ଥିତି ନହେବାରୁ […]

ଗୃହ ଆରମ୍ଭରୁ ହିଁ ହଟ୍ଟଗୋଳ !

ବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ ! ନୂଆ ବାଚସ୍ପତିଙ୍କୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ବିଧାନସଭା ପ୍ରଶ୍ନକାଳ । ହେଲେ ଆରମ୍ଭରୁ ହିଁ ଗୃହରେ ଦେଖିବାକୁ ମିଳିଛି ହାଇଡ୍ରାମା । 5ଟି ସଚିବଙ୍କ ଗସ୍ତକୁ ନେଇ […]

ଗୃହରେ ବିରୋଧୀଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ !

ମନ୍ତ୍ରୀ ବଡ଼ ନା ସଚିବ, ଏହାର ବିବୃତ୍ତି ରଖିଛନ୍ତି ନବୀନ ପଟ୍ଟନାୟକ ବିଧାନସଭାରେ ଉଠିଲା ମନ୍ତ୍ରୀ ବଡ଼ ନା ସଚିବ! ଯାହାର ଜବାବ ଦେବାକୁ ଯାଇ ବିବୃତ୍ତି ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। […]

ଏବେଠୁ I.N.D.I.Aରେ ଫାଟ

ପୋଷ୍ଟରରୁ ଉଭେଇଗଲେ କି କେଜ୍ରିଓ୍ବାଲ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ବିଜେପିକୁ ଟକ୍କର ଦେବା ଲକ୍ଷ୍ୟରେ INDIA ମେଣ୍ଚ । ୨୬ ଦଳକୁ ନେଇ ଗଠିତ ମିଳିତ ବିରୋଧୀ ଦଳ […]

ବିରୋଧୀ ମେଣ୍ଟର ନାଁକୁ ନେଇ ଚର୍ଚ୍ଚା

କିଏ ପାଇବ ଶ୍ରେୟ, ତାକୁ ନେଇ ଦ୍ବନ୍ଦ୍ବ ବିରୋଧୀ ମେଣ୍ଟର ଇ-ଣ୍ଡି-ଆ ନାମର ଶ୍ରେୟକୁ ନେଇ ଏବେ ଦ୍ବନ୍ଦ୍ବ । କଂଗ୍ରେସ ନେତାମାନେ ଏହାର ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦେଉଥିବା ବେଳେ ଟିଏମ୍‌ସି ମମତା […]

ବିରୋଧୀଙ୍କ ଟାର୍ଗେଟରେ ପାଣ୍ଡିଆନ

5-T ସଚିବଙ୍କ ଗସ୍ତକୁ ନେଇ ରାଜନୀତି ବିରୋଧୀଙ୍କ ଟାର୍ଗେଟରେ ଏବେ ବିଜେଡି ସୁପ୍ରିମୋ ନୁହଁନ୍ତି । ଏବେ ଟାର୍ଗେଟରେ 5-T ସଚିବ ଭି.କେ ପାଣ୍ଡିଆନ । ରାଜ୍ୟର ବିଭିନ୍ନ ସ୍ଥାନକୁ ସଚିବ ଏବେ ମୁଖ୍ୟମନ୍ତ୍ରୀଙ୍କ […]

ମଣିପୁରରେ ଥମୁନି ହିଂସା

ବଢିଲା କର୍ଫ୍ୟୁ ସମୟ ମଣିପୁରରେ ଥମୁନି ହିଂସା । ଗୋଟିଏ ଦିନରେ ଗଲା ଚାରି ଜଣଙ୍କ ଜୀବନ ।  ବିଷ୍ଣୁପୁର ଓ ଚୁରାଚନ୍ଦପୁର ଜିଲ୍ଲାର ସୀମାରେ ହିଂସା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି […]