ଇରାନ, ଇସ୍ରାଏଲରୁ ଫେରିଲେଣି ୧୭୦୦ରୁ ଅଧିକ ଭାରତୀୟ ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଭୀଷଣ ରୂପ ନେଇଥିବା‌ବେଳେ ଭାରତ ଉଭୟ ରାଷ୍ଟ୍ରରେ ଥିବ‌ା ନିଜର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛି।  ଅପରେସନ୍‌ ସିନ୍ଧୁ […]