ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଯାଞ୍ଚ ହେବ ଗର୍ଭଗୃହ

ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍ ମଧ୍ୟ ସାମିଲ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ ପ୍ରଶାସକ ଉପସ୍ଥିତ। ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ ଯାଞ୍ଚ କରାଯିବ। […]

ପଞ୍ଚାୟତରେ ମିଳୁ ଜାତୀୟ ପେନସନ୍

ଓଡ଼ିଶାରେ ବ୍ୟାଙ୍କିଂ ନେଟଓ୍ବର୍କ ବଢାଇବାକୁ କେନ୍ଦ୍ର ପାଖରେ ବିଜେଡିର ବାରମ୍ବାର ଦାବି । ଏପର୍ଯ୍ୟନ୍ତ ୬୦% ଗାଁରେ ବ୍ୟାଙ୍କିଂ ସୁବିଧା ନାହିଁ। ହେଲେ ଓଡ଼ିଶାର ବିଜେପି ସାଂସଦ ରାଜ୍ୟ ସ୍ବାର୍ଥ ପାଇଁ ସ୍ୱର ଉଠାଇବା […]

ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ

ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ । 5T ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ […]

ଓଡିଶାକୁ ଆସିଲା ମୌସୁମୀ, 2 ଦିନରେ ସାରା ରାଜ୍ୟ ଛୁଇଁବ

ଓଡ଼ିଶା ଛୁଇଁଲା ମୌସୁମୀ । ଦୁଇ ଦିନ ଭିତରେ ସାରା ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ । ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ […]

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା । ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ମହାବାହୁଙ୍କ ରଥ ଟଣା ହେଉଛି । ବିଶ୍ବ ନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣି ନେଉଛନ୍ତି। ଅପରାହ୍‌ଣ ୪ଟା […]

ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା

ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଲୋକମାନେ ଆତୁର ହୋଇ ମୌସୁମୀର ଆଗମନକୁ ଚାହିଁ ବସିଛନ୍ତି । କିନ୍ତୁ ମୌସୁମୀର ଆଗମନ ବିଳମ୍ବିତ ହୋଇଚାଲିଛି । ତେବେ ଖୁବଶୀଘ୍ର ରାଜ୍ୟରେ ବର୍ଷା ଆରମ୍ଭ […]

ତାତିରୁ ମିଳିବ ରକ୍ଷା

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଫଳରେ ଆଗକୁ ଆଉ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ନଥିବା ବେଳେ ପ୍ରାକ୍‌ ମୌସୁମୀ ଜନିତ […]

ନବଯୌବନ ବେଶରେ ଆଖି ଲାଖିଗଲା

ସରିଲା ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ହେବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିଲା । ଆଜି ସକାଳ ୮ଟାରୁ […]

ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ୍

ପାଖେଇ ଆସୁଛି ମୌସୁମୀ । ଆଗାମୀ ଦିନରେ ପ୍ରବଳ ବର୍ଷାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଚଳାଇଛନ୍ତା ଓଡିଶା ସରକାର । ଆଜି ସାରା ରାଜ୍ୟରେ କରାଯାଇଛି ବାତ୍ୟା ମୁକାବିଲା ମକଡ୍ରିଲ୍ । ସମସ୍ତ […]

ପୁଣି ଟ୍ରାକ୍ ରୁ ଖସିଲା ମାଲଗାଡି

ପୁଣି ଟ୍ରାକ୍‌ରୁ ଖସିଲା ମାଲଗାଡ଼ି । ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଖସିଛି। କେକେ ରେଳପଥରେ ଏହି ଘଟଣା ଘଟିଛି। କିରଣ୍ଡଲରୁ ବିଶାଖାପାଟଣା ଯାଉଥିଲା ମାଲଗାଡି। ହେଲେ ଆନ୍ଧ୍ରପଦେଶର ଆରକୁ ଠାରୁ ଅଳ୍ପ ଦୂର […]

ରାଜ୍ୟରେ ଜାରି ରହିଛି ନିଆଁ ବର୍ଷା

ସାରା ରାଜ୍ୟରେ ନିଆଁ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ଅଘୋଷିତ କର୍ଫ୍ୟୁ । ସକାଳୁ ସକାଳୁ ରାଜ୍ୟରେ ପ୍ରବଳ ଗୁଳୁଗୁଳି । ରାଜଧାନୀ ଭୁବନେଶ୍ୱରରେ ଆଦ୍ରତା ୯୦% ରେକର୍ଡ ହୋଇଛି । ଲଗାତାର […]