ଆସିପାରିଲାନି ଆମ୍ବୁଲାନ୍ସ , ଅଧାବାଟରେ ପ୍ରସବ

ଆଜି ବି ଦେଖିବାକୁ ମିଳୁଛି କୋରାପୁଟର କରୁଣ ଚିତ୍ର। ନା ଅଛି ରାସ୍ତାଘାଟ, ନା ସୁବିଧା ସୁଯୋଗ। ଆଜି ବି ଖଟିଆରେ ବୁହା ହେଉଛନ୍ତି ରୋଗୀ। ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ୩ […]

ନୂଆରୂପ ପାଇବ ବ୍ରହ୍ମପୁରର ବୁଢୀଠାକୁରାଣୀ ମନ୍ଦିର

ନୂଆରୂପ ପାଇବ ବ୍ରହ୍ମପୁରର ବୁଢୀଠାକୁରାଣୀ ମନ୍ଦିର । 5T ଜରିଆରେ ନୂଆ ରୂପ ପାଇବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର । ଏନେଇ ୧୮କୋଟି ୯୧ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି […]

ରେଳ ଟ୍ରାକକୁ ମାଡ଼ିଗଲା ଯାତ୍ରୀବାହୀ ବସ୍

ରେଳ ଟ୍ରାକକୁ ମାଡ଼ିଗଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ । ତେବେ ଲକ୍ଷ୍ମୀ ଡୁଙ୍ଗୁରୀରେ ଏକ ଘରୋଇ ବସ୍ ଦୁର୍ଘଟଣା ହୋଇଛି […]

ବାହାନଗା ଟ୍ରେନ ଟ୍ରାଜେଡି, ୩ଜଣଙ୍କୁ ବାନ୍ଧିଲା ସିବିଆଇ

ବହୁ ଚର୍ଚିତ ବାହାନଗା ଟ୍ରେନ ଦୁର୍ଘଟଣା । ୩ ଜଣ ରେଳ କର୍ମଚାରୀଙ୍କୁ ବାନ୍ଧିଲା ସିବିଆଇ । ୨ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନଙ୍କ ସମେତ ଟେକ୍ନିସିଆନ ପପୁ […]

ଆକାଶଙ୍କ ମିଶନ୍‍ ସବୁଜକୋରେଇ ଅଭିଯାନ

ଆକାଶଙ୍କର ମିଶନ୍‍ ସବୁଜକୋରେଇ ଅଭିଯାନ । କୋରେଇର ପୂର୍ବତନ ବିଧାୟକ, ମୋ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ନେତୃତ୍ୱରେ ମିଶନ୍‍ ସବୁଜକୋରେଇ ଅଭିଯାନ ଆନୁଷ୍ଠାନିକ ଭାବେ ଆଜି ଉଦ୍‍ଘାଟନ ହୋଇଛି । ଏହି […]

ଯୋଡା ଶ୍ରାବଣରେ ଭକ୍ତ ପାଳିବେ ୪ ସୋମବାର

ଦୁଇଟି ଶ୍ରାବଣ, କିନ୍ତୁ ଭକ୍ତ ଢାଳିବେ ୪ଥର ପାଣି। ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି […]

ଲାଞ୍ଚ ନେଉଥିଲେ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଯାଜପୁର ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି। ପୋଲିସ ବାବୁଙ୍କୁ ଘାରିଥିଲା ଲାଞ୍ଚ କାରବାର। ତେବେ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର […]

ଫାଙ୍କିଥିଲା, ଏବେ ଘାଣ୍ଟି ହେଉଛି !

ଖୋଲୁଚି   DN ଗ୍ରୁପ୍ ର ମହା କେଲେଙ୍କାରୀ। ଦୀର୍ଘ ଦିନ ଧରି ଆୟକର ଫାଙ୍କିବା ଅଭିଯୋଗରେ  DN ଗ୍ରୁପ୍ ଉପରେ ଜାରି ରହିଛି ଚଢାଉ । ଦ୍ବିତୀୟ ଦିନରେ ବି ଆଇଟି ରେଡ୍ ଜାରି […]

ଓଜେଇଇ କାଉନସେଲିଂ ଆରମ୍ଭ

ପିଲା ପଢିବେ ଇଞ୍ଜିନିୟରିଂ । ଆଜିଠୁ ଆରମ୍ଭ ହୋଇଛି ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା । ଏହାର ତତ୍ତ୍ବାବଧାନରେ ଥିବା ଓଜେଇଇ ଓ୍ବେବସାଇଟରେ ଏହାର ସମସ୍ତ ତଥ୍ୟ ଉପଲବ୍ଧ। ଅନଲାଇନ୍ ମାଧ୍ୟମରେ ଆରମ୍ଭ […]

ପ୍ରକାଶ ପାଇଲା +୨ ପ୍ରଥମ ପର୍ଯ୍ୟାୟ କଟଅଫ୍

ପ୍ରକାଶ ପାଇଲା +୨ ପ୍ରଥମ ପର୍ଯ୍ୟାୟ କଟଅଫ୍ । କଳା, ବାଣିଜ୍ୟ ଓ ବିଜ୍ଞାନରେ ନାମଲେଖା ପାଇଁ ଏହି କଟଅଫ୍। ଆସନ୍ତା 7ରୁ 13ତାରିଖ ଯାଏଁ ନିଜ କଟଅଫ୍ ଅନୁଯାୟୀ କଲେଜରେ ନାମ ଲେଖାଇପାରିବେ […]

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୪ ଜଣଙ୍କୁ ନୋଟିସ କଲେ ହାଇକୋର୍ଟ

ଦୀର୍ଘଦିନ ଧରି ଜୋର ଧରୁଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ସବୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। କାହିଁକି ଶ୍ରୀମନ୍ଦିରର ପ୍ରସଙ୍ଗ ପ୍ରତୀତି ଓଡ଼ିଆଙ୍କ ଭାବାବେଗର ପ୍ରସଙ୍ଗ। ଏହି ପ୍ରସଙ୍ଗ ଏବେ […]