ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୩ ଗେଟ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍। ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଖୋଲାଗଲା ହୀରାକୁଦର ଆଉ ୩ଟି ଗେଟ୍ । ଜଳଭଣ୍ଡାରରେ […]

ଶୋଇଥିଲେ ଗୋରୁପଲ, ମାଡିଗଲା ଟ୍ରକ !

ମରଣଯନ୍ତା ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ। ପ୍ରତ୍ଯେକ ସମୟରେ କିଛି ନା କିଛି ଦୁର୍ଘଟଣା ଖବରର ଶୀର୍ଷକ ପାଲଟୁଥିବା ବେଳେ ଆଜି ମଧ୍ୟ ଦେଖିବାକୁ ମିଳିଛି ଏକ ଭୟଙ୍କର ଦୁର୍ଘଟଣାର ଚିତ୍ର । […]

କାଲି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ସରିଛି ସମସ୍ତ ପ୍ରସ୍ତୁତି । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର […]

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ !

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ପଶ୍ଚିମ କେନ୍ଦ୍ରୀୟ ତଥା ତତସଂଲଗ୍ନ ଉତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ […]

ମା,ପୁଅକୁ ତଣ୍ଟି ଚିପି ହତ୍ୟା କଲା ବାପା !

ସଇତାନ ସାଜିଲା ସ୍ଵାମୀ । ନେଲା ଦୁଇ ଦୁଇଟି ନିରୀହ ଜୀବନ । ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ସହ ୫ବର୍ଷର ପୁଅକୁ ମାରିଛି ନରହନ୍ତା । ଏପରି ଲୋମଟାଙ୍କୁରା ଘଟଣା […]

ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା

୧୬ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ ରଦ୍ଦ ହେଲା କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍ ଲିଖିତ ପରୀକ୍ଷା-୨୦୨୨ । ପରୀକ୍ଷା ରଦ୍ଦ ନେଇ ଓଏସଏସସି ପକ୍ଷରୁ ସୂଚନା । ବାଲେଶ୍ବର ଏସପି ସାଗରିକା ନାଥଙ୍କ […]

‘ବିନା ନିଲମ୍ବନରେ କାହିଁକି ହେଲାନି ସମାଧାନ’

ଚେଲ୍ଲାକୁମାର କହିଲେ ‘ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ’ ଦଳୀୟ କନ୍ଦଳ ଭିତରେ ଶନିବାର ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ଆଧାର କରି ୨୦୨୪ ପାଇଁ ରଣନୀତି […]

ଆହୁରି ଆକର୍ଷଣୀୟ ହେବ ମାଆ ବିରଜାଙ୍କ ମନ୍ଦିର

ଝଲସିବ ଓଡ଼ିଶାର ଆଦ୍ୟ ଶକ୍ତିପୀଠ ସୁନ୍ଦର ଦିଶିବ ମାଆ ବିରାଜଙ୍କ ମନ୍ଦିର । ମନ୍ଦିରର ମୁଖଶାଳାଠାରୁ ଆରମ୍ଭ କରି ପାର୍ଶ୍ଵ ଦେବତା ସବୁର ସୌନ୍ଦର୍ଯ୍ୟ କରଣ କରାଯିବ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା […]

CBSE ସ୍କୁଲରେ ବି ପଢାଯିବ ଓଡ଼ିଆ ଭାଷାରେ ପାଠ

ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି ଏଣିକି ଆଉ ଛାତ୍ରଛାତ୍ରୀଙ୍କୁ ପାଠ ବୁଝିବାକୁ ହେବନି ଅସୁବିଧା । ଏବେଠାରୁ CBSE ସ୍କୁଲରେ ମଧ୍ୟ ଆଞ୍ଚଳିକ ଭାଷାରେ ପଢାଯିବ ପାଠ ।  CBSE ସ୍କୁଲରେ […]

ଏସଟିଏଫ ହାତରେ ବାଘଛାଲ ଲୁଟେରା !

ମାତିଛନ୍ତି ବାଘଛାଲ ଲୁଟେରା। ପୋଲିସ ଆଖିରେ ଧୁଳି ଦେଇ ଚାଲିଥିଲା ବାଘଛାଲ ଡିଲ। କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ | ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ […]