ଓଡ଼ିଶା ଜିଲ୍ଲା ମୁଖ୍ୟ ଶାସନ ସଚିବଙ୍କୁ ବି ଛାଡିଲାନି ଡେଙ୍ଗୁ ! Jajati express Reporter September 11, 2023 0 ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ! ସାରା ରାଜ୍ୟକୁ ଡେଙ୍ଗୁ ଗ୍ରାସ କରିଥିବା ବେଳେ ଏଥିରୁ ବର୍ତ୍ତିପାରିନାହାନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ମୁଖ୍ୟ […]
ଅପରାଧ ଦେଶ ବେଲ୍ ମିଳିଲାନି, ଜେଲ ଗଲେ ଚନ୍ଦ୍ରବାବୁ Jajati express Reporter September 11, 2023 0 ୩୭୧କୋଟି ଦୁର୍ନୀତି ମାମଲାରେ ୧୪ଦିନିଆ ରିମାଣ୍ଡରେ ଗଲେ ଚନ୍ଦ୍ରବାବୁ ! ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ […]
ଓଡ଼ିଶା ଜିଲ୍ଲା ନିଯୁକ୍ତି ପାଇବେ ୨୦ହଜାର ଶିକ୍ଷକ Jajati express Reporter September 11, 2023 0 ୨୦ହଜାର ପ୍ରାଥମିକ ଶିକ୍ଷକ ପାଇଁ ବିଜ୍ଞପ୍ତି ପ୍ରକାଶ, ୧୩ରୁ ଆବେଦନ ନିଯୁକ୍ତି ପାଇବେ ୨୦ହଜାର ଶିକ୍ଷକ । ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ […]
ଅପରାଧ ଓଡ଼ିଶା ଅଶାନ୍ତ ହୋଇଛି ସିଲଭର ସିଟି ! Jajati express Reporter September 10, 2023 0 ଦିନ ଦ୍ଵିପ୍ରହରରେ ମହିଳାଙ୍କୁ ଛୁରାମାଡ଼ ! ପୁଣି ଅଶାନ୍ତ ହୋଇ ପଡିଛି ସିଲଭର ସିଟି କଟକ। ଦିନ ଦ୍ବିପ୍ରହରରେ ମହିଳାଙ୍କୁ ହୋଇଛି ଛୁରା ମାଡ଼ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଦୋଳମୁଣ୍ଡେଇ […]
ଅପରାଧ ଓଡ଼ିଶା ଜିଲ୍ଲା ଆତ୍ମହତ୍ୟା ନିବାରଣ ଦିବସରେ ତିନି ତିନିଟି ଆତ୍ମହତ୍ୟା ! Jajati express Reporter September 10, 2023 0 ବରଗଡ଼ରେ ଗୋଟିଏ ପରିବାରରୁ ତିନିଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ଦୁଇ ମୃତ ! ବରଗଡ଼ରେ ଅଭାବନୀୟ ଘଟଣା । ଯାହା ଶୁଣିଲେ ଆପଣଙ୍କର ବି ଛାତି ଥର ଉଠିବ ।ଗୋଟିଏ ପରିବାରର ତିନି ତିନି ଜଣଙ୍କ […]
ଅପରାଧ ଓଡ଼ିଶା ଜିଲ୍ଲା ବିଜେଡିକର୍ମୀଙ୍କୁ ନିର୍ମମ ଭାବେ ହତ୍ୟା ! Jajati express Reporter September 10, 2023 0 ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କୁ ମାରି ଫୋପାଡି ଦେଲେ ! ପୁଣି ରାଜ୍ୟର ରାଜନୈତିକ ହିଂସାର କରୁଣ ପରିଣତି । ବିଜେଡି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଲ ତଳକୁ ଫୋପାଡ଼ି […]
ଓଡ଼ିଶା ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ Editor September 10, 2023 0 ସ୍ନେହାଙ୍ଗିନୀ ଛୁରିଆ ହୋଇପାରନ୍ତି ବାଚସ୍ପତି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ହେବ । ତେବେ ଏଥିପାଇଁ ଆସନ୍ତା ୧୮ତାରିଖରେ ନାମାଙ୍କନପତ୍ର ଦାଖଲ […]
ଓଡ଼ିଶା କଳା ଓ ସଂସ୍କୃତି ଜିଲ୍ଲା ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାବାହୁ Jajati express Reporter September 10, 2023 0 ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିଆରା ବେଶ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ହେବ କାଳୀୟଦଳନ ବେଶ । ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସ୍ବତନ୍ତ ନୀତିକାନ୍ତି। ଗତକାଲି ମହାପ୍ରଭୁଙ୍କ […]
ଓଡ଼ିଶା ପାଣିପାଗ ଆଗକୁ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ Editor September 9, 2023 0 ସେପ୍ଟେମ୍ବରରେ ନନ୍ ଷ୍ଟପ୍ ବର୍ଷା ସେପ୍ଟେମ୍ବର ମାସରେ ବର୍ଷାରେ ଲାଗିବନି ବ୍ରେକ୍ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ସମ୍ଭାବନା ରହିଛି କାରଣ ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା […]
ଓଡ଼ିଶା ରାଜନୀତି ନିଜ ଦଳରେ ସୌମ୍ୟଙ୍କ ବିରୋଧୀ ଅନେକ ! Jajati express Reporter September 9, 2023 0 ପ୍ରେସମିଟ କରି ଜବାବ ରଖିଲେ ସୌମ୍ୟ, ମନ୍ତ୍ରୀ ନୁହେଁ ସଚିବଙ୍କ ଉପରେ ନବୀନଙ୍କ ଭରସା ! ପୁଣି 5t ସଚିବ ଭିକେ ପାଣ୍ଡିଆନଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକ। କେଉଁଠି […]
ଓଡ଼ିଶା ପାଣିପାଗ ଆସୁଛି ଆଉ ଏକ ଲଘୁଚାପ ! Jajati express Reporter September 9, 2023 0 ୧୨ରୁ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ! ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଓଡ଼ିଶାରେ ପାଣିପାଗ ବଦଲୁଥିବା ବେଳେ ଆସନ୍ତା ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର […]