CMOର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହପାତ୍ର

ସୁରେଶ ମହାପାତ୍ରଙ୍କୁ ବଡ଼ ଦାୟିତ୍ଵ CMOର ମୁଖ୍ୟ ଉପଦେଷ୍ଟା ପଦରେ ନିଯୁକ୍ତ ହେଲେ ସୁରେଶ ମହାପାତ୍ର । ତେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିଲେ ସୁରେଶ ମହାପାତ୍ର। ଏବେ CMOର ମୁଖ୍ୟ ଉପଦେଷ୍ଟା […]

‘ଶୀଘ୍ର କର ଶ୍ରୀମନ୍ଦିର ମରାମତି’

ଏଏସାଇର ବିଳମ୍ବକୁ ନେଇ କ୍ଷୁବ୍ଧ ହେଲେ ହାଇକୋର୍ଟ ! ଶ୍ରୀମନ୍ଦିର ଭିତର ମରାମତି ଶୀଘ୍ର ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ବିଳମ୍ବକୁ ନେଇ ହାଇକୋର୍ଟ କ୍ଷୁବ୍ଧ […]

କାଲି ବାତ୍ୟା !

ଓଡ଼ିଶା ଉପରେ ନାହିଁ ବିଶେଷ ପ୍ରଭାବ ! ରାଜ୍ୟରେ ବଦଳୁଛି ପାଣିପାଗ ସ୍ଥିତି । ଆସୁଛି ବାତ୍ୟା ! ସୂଚନା ଅନୁସାରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି  ଗଭୀର ଅବପାତରେ ରୂପ ନେଇଛି।। ଆସନ୍ତା […]

ଘାଟିରୁ ତଳକୁ ଖସିଲା କାର୍

ଯୋଡ଼ିମାଦେଲି ଘାଟିରେ ସଡକ ଦୁର୍ଘଟଣା, ୩ ମୃତ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଯୋଡ଼ିମାଦେଲି ଘାଟିରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଘାଟି ତଳକୁ କାର୍‌ ଖସିପଡ଼ିଛି । ଫଳରେରୁ କାରରେ ଥିବା ୩ […]

ବିଧାନସଭାର ସମସ୍ତ ସଦସ୍ୟଙ୍କୁ ପଠାଗଲା ଚିଠି

ଆସନ୍ତା ୨୧ରେ ଉପବାଚସ୍ପତି ନିର୍ବାଚନ ଆସନ୍ତା ୨୧ରେ ଉପବାଚସ୍ପତି ନିର୍ବାଚନ । ଉପବାଚସ୍ପତି ନିର୍ବାଚନ ନେଇ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ପଠାଯାଇଛି ଚିଠି । ୨୧ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ […]

ପୁଣି ରାଜ୍ୟରେ ବର୍ଷା

ସୃଷ୍ଟି ହେଲା ଲଘୁଚାପ, ୧୫ରୁ ରାଜ୍ୟରେ ପୁଣି ବର୍ଷା ଲଘୁଚାପର ରୂପ ନେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ […]

ସମୟ ମାଗି ହରଡଘଣାରେ ମହମ୍ମଦ ମୋକିମ !

ମୋକିମଙ୍କ ଉପରେ ୧୦ହଜାର ଅର୍ଥଦଣ୍ଡ ଲଗାଇଲେ ହାଇକୋର୍ଟ ! ପୁଣି ହରଡଘଣାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଗଣିବେ ୧୦ହଜାରର ଅର୍ଥଦଣ୍ଡ । ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି […]

ଗିରଫ ହେଲେ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ

ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ ହେଲେ ମୌସୁମୀ ଗିରଫ ହେଲେ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ । ମୌସୁମୀଙ୍କୁ ଗିରଫ କଲା ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ। ଲେଖିକା ବନସ୍ମିତା ପତିଙ୍କ […]

ରାଜଧାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ

ଦୀପାବଳୀରେ ଜଳିଗଲା ୫ଟି ବସ୍‌ ପାଉଁଶ ଭୁବନେଶ୍ୱର ତମାଣ୍ଡୋରେ ଦୀପାବଳିରେ ଅଘଟଣ । ଦୀପାବଳି ଅବସରରେ ରାଜଧାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି […]

ଆଜି ଶୁଭ ଦୀପାବଳି

‘ବଡ଼ ବଡୁଆ ହୋ’ ଅନ୍ଧାରରେ ଆସ, ଆଲୁଅରେ ଯାଅ…’ ଆଲୋକର ପର୍ବ ଦୀପାବଳୀ । ଅସତ୍ୟ ଉପରେ ସତ୍ଯର ବିଜୟ ତଥା ଅନ୍ଧକାର ଉପରେ ଆଲୋକର ଏହି ବିଜୟ ପର୍ବ ଯାହାର ନାଁ ଦୀପାବଳି […]

ପୁଣି ମନୋଜ ମିଶ୍ରଙ୍କୁ ଆହ୍ଵାନ ଦେଲେ ସନଲିସା !

ମନୋଜ ମିଶ୍ରଙ୍କ ଉପରେ ଲାଗିନି କୌଣସି ବ୍ୟାନ୍ ! ଦାଣ୍ଡରେ ପଡି ହାଟରେ ଗଡୁଛି ଓଲିଉଡ କଳି । ଆରୋପ ପ୍ରତ୍ୟାରୋପ ଭିତରେ ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ ଏକ ରୋଚକ ଖବର ଭାବେ […]