ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କଲେ ସରକାର

୩ରୁ ୬ତାରିଖ ପର୍ଯ୍ୟନ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ ବାତ୍ୟା ପ୍ରଭାବରେ ଓଡିଶାରେ ହେବାକୁଥିବା ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କରିଛନ୍ତି ସରକାର । ୫ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି […]

ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା, ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର

ସାମିଲ ହେଲେ ୫ ଲକ୍ଷ ନୂଆ ଭୋଟର, ବାଦ୍ ପଡ଼ିଲେ ୧ ଲକ୍ଷ ୮୭ ହଜାର ୪୦୫ ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର […]

ସମ୍ଭାବ୍ୟ ବାତ୍ୟା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ଆସୁଛି ବାତ୍ୟା ମିଚାଉଙ୍ଗ । ଏହା ତାମିଲନାଡୁରେ କରିବା ଲ୍ୟାଣ୍ଡଫଲ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ଆସନ୍ତାକାଲିଠାରୁ ୬ ତାରିଖ ଯାଏଁ […]

ଫେଲ ମାରିଲା ଜିରୋ ଫାଟାଲିଟି ୱିକ୍, ଗୋଟିଏ ଦିନରେ ଗଲା ୧୧ ଜୀବନ

‘ଶୂନ ସପ୍ତାହ’ ଆରମ୍ଭରୁ ଗଲା ୧୧ ଜୀବନ ଶୂନ ସପ୍ତାହରେ ଗଲା ୧୧ ଜୀବନ। ଆଜିଠୁ ଆରମ୍ଭ ହୋଇଛି ଜିରୋ ଫାଟାଲିଟି ୱିକ୍। ସପ୍ତାହ ଆରମ୍ଭରୁ ମୃତ୍ୟୁର ବିଭୀଷିକା ଦେଖିବାକୁ। ଆଜି ଗୋଟିଏ ଦିନରେ […]

ଜଗା ଦର୍ଶନ ହେବ ସହଜ, ବଡଦାଣ୍ଡରେ ଭକ୍ତଙ୍କ ପାଇଁ ଏସି ଟନେଲ

ବଡ଼ଦାଣ୍ଡରେ ହେବ ଏସି ଟନେଲବଡ଼ଦାଣ୍ଡରେ ହେବ ଏସି ଟନେଲ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ଏସି ଟନେଲ ନିର୍ମାଣ କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ […]

କାମାକ୍ଷାନଗର ଏନ୍‌ଏସିରେ ଝାଡ଼ାବାନ୍ତି ଭୟ

ପାଇପ୍ ପାଣି ପିଇ ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି ! ଢେଙ୍କାନାଳ କାମାକ୍ଷାନଗର ଏନ୍‌ଏସି ପୁରୁଣା ରେକୁଳା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ୨୫ରୁ ଅଧିକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି […]

ପୂରଣ ହେବ ତ ଦାବି ?

ଘରୋଇ ବସ୍ ଧର୍ମଘଟ ପ୍ରତ୍ୟାହୃତ ବସ୍ ଧର୍ମଘଟ ପ୍ରତ୍ୟାହୃତ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା […]

ମାଡିଆସୁଛି ବାତ୍ୟା ମିଞ୍ଚାଉଙ୍ଗ !

ଓଡ଼ିଶା ଉପରେ ବାତ୍ୟା ପ୍ରଭାବକୁ ନେଇ ସନ୍ଦେହ ପୁଣି ଓଡିଶାକୁ ବାତ୍ୟା ଭୟ । ଆସୁଛି ବାତ୍ୟା ମିଞ୍ଚାଉଙ୍ଗ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ […]

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଆଜି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି […]

ରେକର୍ଡ କଲା ରେଭେନ୍ସା !

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍ A++ ମାନ୍ୟତା ରେକର୍ଡ କଲା ରେଭେନ୍ସା । ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା ନାକ୍ A++ ମାନ୍ୟତା । ତେବେ ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସାକୁ ମିଳିଛି A++ ମାନ୍ୟତା […]

ରାୟଗଡ଼ାରେ ‘ଲକ୍ଷ୍ମୀ’

ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍। ରାୟଗଡାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ୧୧ଟି ବ୍ଲକ ମଧ୍ୟରେ ଏହି […]