ତୀର୍ଥଯାତ୍ରୀ ବସ୍ ଓଲଟି, ୨୫ ଯାତ୍ରୀ ଆହତ ଅଧାରେ ବାଟରେ ଅଟକିଗଲା ଜଗା ଦର୍ଶନ। ରାସ୍ତାକଡ଼କୁ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍‌ଟି ଓଲଟି ପଡ଼ିବାରୁ ୨୫ରୁ ଅଧିକ ଯାତ୍ରୀ ଆହତ । ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା […]