ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ନୀରଜ ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପୁଣି ଦେଶ ପାଇଁ ଆଣିଛନ୍ତି ଗୌରବ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ର କ୍ୱାଲିଫାଇଙ୍ଗ ରାଉଣ୍ଡରେ ଶୁକ୍ରବାର ୮୮.୭୭ […]