କୌଣସି ମେଣ୍ଟରେ ନାହାନ୍ତି ଏହି ସବୁ ଦଳ

୨୦୨୪ରେ ବିରୋଧୀଙ୍କୁ ଲାଗିପାରେ ବଡ଼ ଝଟକା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏବେଠାରୁ ରାଜନୈତିକ ପାଣିପାଗ ସରଗରମ । ଉଭୟ ଶାସକ ଏନଡିଏ ମେଣ୍ଟ ଓ ବିରୋଧୀ ମେଣ୍ଟ ନିଜ ନିଜର ଶକ୍ତି […]

ବିକାଶ ନା ଭୋଟ୍ ଚିନ୍ତା

ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୋଜନା । କେଉଁଟି ଚାଲୁଛି ତ ଆଉ କେଉଁଟିର ଖାତା ଖତିଆନରୁ ନାଁ ଉଠିଗଲାଣି । କିନ୍ତୁ ଯୋଜନାର ସଂଖ୍ୟା ଦିନକୁ ଦିନ […]

ରୋଷେଇ ଘରୁ ଉଭାନ ପରିବା

ଦର ବୃଦ୍ଧିରେ ନାହିଁ ଲଗାମ, ଚାଷୀ ପାଉନି ଫାଇଦା () ହାଣ୍ଡିଶାଳରେ ମହଙ୍ଗା ମାଡ । ରୋଷେଇଘରୁ ଉଭାନ ହେଉଛି ପରିବା । ଆକାଶ ଛୁଆଁ ପରିବା ଦର । ଖାଉଟିଙ୍କ ପକେଟକୁ ମାଡ଼ […]

ଆଣ୍ଡାମାନ ସିଫ୍ଟ କରିବାକୁ NIA ର ଯୋଜନା

ଗ୍ୟାଙ୍ଗଷ୍ଟର ଯିବ କଳାପାଣି ! ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ସଜା । ଆଣ୍ଡାମାନ ସିଫ୍ଟ ହେବେ ଦୁର୍ଦ୍ଦାନ୍ତ ଅପରାଧୀ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି NIA । ଉତ୍ତର ଭାରତର ବିଭିନ୍ନ […]

ଲ୍ୟାଣ୍ଡ ଭର୍ସନ କ୍ଷେପଣାସ୍ତ୍ର ପରୀକ୍ଷଣ

‘ସାଗରିକ’ର ଲ୍ୟାଣ୍ଡ ଭର୍ସନ ପରୀକ୍ଷା ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନ ପରୀକ୍ଷା ହୋଇଛି। ବାଲେଶ୍ବର ଅବଦୁଲ କାଲାମ ଦ୍ବୀପରୁ ସଂନ୍ଧ୍ୟା ୬ଟା ୫୫ ମିନିଟରେ ଏହି ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ରର […]

ଧରାପଡିଲା ତ୍ରୁଟି, ସାମ୍ନାକୁ ଆସିଲା ବାହାନଗା ଦୁର୍ଘଟଣାର ସତ

ଜାଣନ୍ତୁ କାହା ଭୁଲ୍ ଯୋଗୁଁ ଚାଲିଗଲା ଶତାଧିକ ଜୀବନ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା । ରେଲଓ୍ବେ ସେଫ୍ଟି କମିଶନଙ୍କ ରିପୋର୍ଟରୁ ମିଳିଛି ସାଂଘାତିକ ତଥ୍ୟ । ରିଲେ ରୁମ୍ ଷ୍ଟାଫଙ୍କ […]

ବଢିବ ଝାରସୁଗୁଡାରୁ ବିମାନ ସେବା

କୋଲକାତା ଓ ବିଶାଖାପାଟଣାକୁ ବିମାନ ସେବା ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା । ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି […]

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ

ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନର ଶିଳାନ୍ୟାସ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । […]

ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ ଟଙ୍କାର ସହାୟତା ରାଶି

ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା […]

ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ

ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ । 5T ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ […]

5 ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଅନ୍ୟପଟେ ଦଳ ସଜଡା । ବିଜେଡି ନିଜର ୫ଜଣ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛି ।  ଚଳିତମାସ ଶେଷ ସପ୍ତାହ ସୁଦ୍ଧା ପ୍ରାୟ […]