ଶିବରାଜ ସିଂହଙ୍କୁ କ୍ୟାବିନେଟରେ ଥଇଥାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଥଇଥାନ ପାଇଁ କେନ୍ଦ୍ର କ୍ୟାବିନେଟର ଏକ ଛୋଟକାଟିଆ ସମ୍ପ୍ରସାରଣ ସମ୍ଭାବନା ରହିଛି । ମୋଦି କ୍ୟାବିନେଟରେ କୃଷିମନ୍ତ୍ରୀ ଥିବା ନରେନ୍ଦ୍ର […]