ବିଦେଶ ମରକ୍କୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୨ହଜାର ପାର ! Jajati express Reporter September 10, 2023 0 ମରୋକ୍କୋରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ କନ୍ଦାଉଛି ମରକ୍କୋ । ମରକ୍କୋରେ ହୋଇଥିବା ଭୂକମ୍ପ ପରର ଛାତିଥରା ଦ୍ରୁଶ୍ଯ ସଭିଙ୍କୁ ସ୍ତବ୍ଧ କରିଛି । ମରୋକ୍କୋରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୨ ହଜାର ଟପିଛି […]