ନିର୍ବାଚନରେ ​​ଜିତିବା ପରେ ପଦ ଛାଡ଼ିଲେ ୧୦ ବିଧାୟକ

ସାଂସଦ ପଦ ଛାଡ଼ିଲେ ୧୦ ବିଧାୟକ ଇସ୍ତଫା ଦେଲେ ୧୦ ବିଜେପି ସାଂସଦ । ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ଇସ୍ତଫା ଦେଇଛନ୍ତି । ରାଜସ୍ଥାନ, […]

ସମୟ ମାଗି ହରଡଘଣାରେ ମହମ୍ମଦ ମୋକିମ !

ମୋକିମଙ୍କ ଉପରେ ୧୦ହଜାର ଅର୍ଥଦଣ୍ଡ ଲଗାଇଲେ ହାଇକୋର୍ଟ ! ପୁଣି ହରଡଘଣାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ଗଣିବେ ୧୦ହଜାରର ଅର୍ଥଦଣ୍ଡ । ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି […]

ରାଜଗାଙ୍ଗପୁର ବିଧାୟକଙ୍କୁ ଭୂରି ଭୂରି ପ୍ରଶଂସା

ହସ୍ପିଟାଲରେ ଚିକିତ୍ସା କଲେ ବିଧାୟକ ରାଜଗାଙ୍ଗପୁର ବିଧାୟକଙ୍କ ସେବା ମନୋଭାବ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଶଂସାର ପାତ୍ର କରିଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଡକ୍ଟର ସିଏସ ରାଜେନ […]

ଚାଲିପାରୁନି ଗୃହ, ଫେଲ ମାରିଲା ସର୍ବଦଳୀୟ ବୈଠକ !

ଅପରାହ୍ନ ୪ଯାଏଁ ଗୃହ ମୁଲତବୀ ଆଜି ତୃତୀୟ ଦିନରେ ବି ଚାଲିପାରୁନି ବିଧାନସଭା । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ଗୃହରେ ହୋହଲ୍ଲା ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା। ଗୃହରେ ସ୍ଵାଭାବିକ ସ୍ଥିତି ନହେବାରୁ […]

ସୌମ୍ୟ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

ବିଜେଡିରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ ଦୁଇ ଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ  ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ […]

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଦାୟିତ୍ବରେ ସୁଦାମ ମାର୍ଣ୍ଡି

ପ୍ରମିଳାଙ୍କ ସ୍ଥାନରେ ସୁଦାମ ମାାର୍ଣ୍ଡିଙ୍କୁ ଅତିରିକ୍ତ ଦାୟିତ୍ବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ ଇସ୍ତଫା ଦେବା ପରେ ସେହି ବିଭାଗର […]

ପଞ୍ଚଭୂତରେ ଲୀନ ହେଲେ ଦିଗପହଣ୍ଡି ବିଧାୟକ

ପୈତୃକ ସ୍ଥାନରେ ଶେଷକୃତ୍ୟ ସମ୍ପନ୍ନ ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର । ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ […]

ପରପାରିରେ ହରିଦ୍ବାର ଦୁବେ

‘ବିଜେପି’ ରାଜ୍ୟସଭା ସାଂସଦ ହରିଦ୍ବାର ଦୁବେଙ୍କର ଦେହାନ୍ତ । ୭୪ ବର୍ଷିୟ ହରିଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଦୁବେଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା ବେଳେ ତାଙ୍କର ଆଜି […]