ଆଜି ଆସୁଛନ୍ତି ମହାମହିମ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବା ବେଳେ ବିଭିନ୍ନ କାର୍ଯ୍ୟରେ କରିବେ ଯୋଗଦାନ । […]

ମହିଳା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲା ଅଭିଯୁକ୍ତ !

ସିସିଟିଭିରେ କଏଦ ହୋଇଥିଲା ଆଇଆଇସିଙ୍କୁ ଆକ୍ରମଣର ସଂପୂର୍ଣ୍ଣ ଘଟଣା ! ମହିଳା ଥାନା ଆଇଆଇସିଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା । ଗିରଫ ହେଲା ଅଭିଯୁକ୍ତ ସୁଶାନ୍ତ ଦେଓ। ସୁଶାନ୍ତଙ୍କ ନାମରେ ହତ୍ୟା ଉଦ୍ୟମ ତଥା […]

ଆଜିଠୁ ଖୋଲିଲା ଶିମିଳିପାଳ

ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ! ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଶିମିଳିପାଳ ଖୋଲିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶିମିଳିପାଳର ଆୟତନ ୨୭ଶହ […]

ଶିମିଳିପାଳରେ ମାତିଛନ୍ତି ପଶୁ ଶିକାରୀ !

ପୁଣି ଶିମିଳିପାଳରୁ କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ ! ମାତିଛନ୍ତି ପଶୁ ଶିକାରୀ । ଆଉ ଅବାଧରେ କରୁଛନ୍ତି ପଶୁ ଶିକାର । ଏହି ପଶୁ ଶିକାର ଦିନକୁ ଦିନ ଶିମିଳିପାଳରେ ବଢିବାକୁ […]

ରାତି ହେଲେ ହାତୀ ମାତୁଛି !

କରଞ୍ଜିଆରେ କଲବଲ କରୁଛି ହାତୀ ! ରାତି ହେଲେ ବଢୁଛି ହାତୀ ଆତଙ୍କ । ଗୋଟେ କି ଦୁଇଟି ନୁହେଁ ପୁରା ୨୨ଟିକିଆ ହାତୀପଲ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲେଣି । ଏଭଳି ଘଟଣା ଏଖିବାକୁ […]

ଶିମିଳିପାଳରେ ମାତିଛନ୍ତି ହାତୀଦାନ୍ତ ଲୁଟେରା !

ମୟୂରଭଞ୍ଜ (ଯଯାତି ଏକ୍ସପ୍ରେସ ବ୍ୟୁରୋ): ମାତିଛନ୍ତି ହାତୀଦାନ୍ତ ଲୁଟେରା। ବନବିଭାଗ ଆଖିରେ ଧୂଳି ଦେଇ ଚଳାଇଛନ୍ତି ହାତୀଦାନ୍ତ କାରବାର। ଲକ୍ଷ ଲକ୍ଷ ଟଙ୍କାର କାରବାର କରି ହେଉଛନ୍ତି ମାଲେମାଲ। ଏଭଳି ଘଟଣା ଶିମିଳିପାଳରେ ବାରମ୍ବାର […]