maharastra - ଯଯାତି ଏକ୍ସପ୍ରେସ https://jajatiexpress.com ପରିବର୍ତ୍ତନର ନୂଆ ସିପାହୀ Tue, 20 Aug 2024 11:27:47 +0000 en-US hourly 1 https://wordpress.org/?v=7.0.2 https://i0.wp.com/jajatiexpress.com/wp-content/uploads/2023/05/cropped-360x_360_FACEBOOK_DP_1-1.jpg?fit=32%2C32&ssl=1 maharastra - ଯଯାତି ଏକ୍ସପ୍ରେସ https://jajatiexpress.com 32 32 218458249 ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ https://jajatiexpress.com/country/maharashtra-massive-protests-at-badlapur-railway-station-over-sexual-assault-of-two-minors-news/ Tue, 20 Aug 2024 11:24:42 +0000 https://jajatiexpress.com/?p=12311 ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଲଜ୍ଜା ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଲଜ୍ଜା। ଦୁଇ କୁନି ଝିଅ, ୪ ବର୍ଷୀୟା ନର୍ସରୀ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ […]

The post ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ first appeared on ଯଯାତି ଏକ୍ସପ୍ରେସ.

]]>
12311
ବିଧାନସଭା ନିର୍ବାଚନ ଉପରେ ବିଜେପିର ଆଖି https://jajatiexpress.com/country/bjp-announces-leaders-in-charge-for-upcoming-state-assembly-elections-news/ Mon, 17 Jun 2024 12:06:50 +0000 https://jajatiexpress.com/?p=10714 ଧର୍ମେନ୍ଦ୍ର ପ୍ରଧାନ ହରିୟାଣାର ନିର୍ବାଚନ ପ୍ରଭାରୀ ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରିଛି ଭାରତୀୟ ଜନତା ପାର୍ଟି । ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ […]

The post ବିଧାନସଭା ନିର୍ବାଚନ ଉପରେ ବିଜେପିର ଆଖି first appeared on ଯଯାତି ଏକ୍ସପ୍ରେସ.

]]>
10714
ମହାରାଷ୍ଟ୍ର ଏନସିପିରେ ଗଡବଡ https://jajatiexpress.com/country/maharastra-political-crisis/ Fri, 07 Jun 2024 05:51:11 +0000 https://jajatiexpress.com/?p=10483 ଅଜିତ ପାୱାରଙ୍କ ବୈଠକରେ ଯୋଗ ଦେଲେନି ୫ ବିଧାୟକ ମହାରାଷ୍ଟ୍ର ଏନସିପିରେ ହଟଚମଟ ଦେଖିବାକୁ ମିଳିଛି । ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ଚାଲିଆସିଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପାନେ ଦେବା ଲାଗି […]

The post ମହାରାଷ୍ଟ୍ର ଏନସିପିରେ ଗଡବଡ first appeared on ଯଯାତି ଏକ୍ସପ୍ରେସ.

]]>
10483
ମହାରାଷ୍ଟ୍ର ରାଜନୀତିରେ ହଲଚଲ https://jajatiexpress.com/country/21-seats-for-uddhav-thackerays-sena/ Fri, 01 Mar 2024 14:34:15 +0000 https://jajatiexpress.com/?p=8136 ୨୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଉଦ୍ଧବ ସେନା ! ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଆଗକୁ ନିର୍ବାଚନ ଥିବାବେଳେ କିଏ କେତୋଟି ଆସନରୁ ଲଢିବ ସେନେଇ ଏକ ତାଲିକା ସାମ୍ନାକୁ ଆସିଛି […]

The post ମହାରାଷ୍ଟ୍ର ରାଜନୀତିରେ ହଲଚଲ first appeared on ଯଯାତି ଏକ୍ସପ୍ରେସ.

]]>
8136
ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ https://jajatiexpress.com/country/former-maharastra-cm-manohar-joshi-dies-at-86/ Fri, 23 Feb 2024 09:16:40 +0000 https://jajatiexpress.com/?p=7954 ଆରପାରିରେ ମନୋହର ଯୋଶୀ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କ ପରଲୋକ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୧ ତାରିଖରେ […]

The post ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ first appeared on ଯଯାତି ଏକ୍ସପ୍ରେସ.

]]>
7954
ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ https://jajatiexpress.com/country/brs-legislator-lasya-nanditha-dies-in-car-accident/ Fri, 23 Feb 2024 08:54:27 +0000 https://jajatiexpress.com/?p=7951 ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ। BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ପାଟନଚେରୁଭ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଧାୟିକାଙ୍କ ଗାଡ଼ି ଭାରସାମ୍ୟ […]

The post ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ first appeared on ଯଯାତି ଏକ୍ସପ୍ରେସ.

]]>
7951
ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶରଦଙ୍କ ଚ୍ୟାଲେଞ୍ଜ https://jajatiexpress.com/politics/sharad-pawar-challenges-poll-body-order-in-supremecourt/ Tue, 13 Feb 2024 08:02:16 +0000 https://jajatiexpress.com/?p=7705 ଶରଦ ପାଓ୍ବାରଙ୍କୁ ବଡ଼ ଝଟକା ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଲାଗିଲା ବଡ଼ ଝଟକା । ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ମିଳିବା ପରେ ନିର୍ବାଚନ ଆୟୋଗଙ୍କ ଉପରେ […]

The post ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶରଦଙ୍କ ଚ୍ୟାଲେଞ୍ଜ first appeared on ଯଯାତି ଏକ୍ସପ୍ରେସ.

]]>
7705
ନାରୱେକରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ https://jajatiexpress.com/country/uddhav-group-went-to-the-supreme-court/ Mon, 15 Jan 2024 14:29:09 +0000 https://jajatiexpress.com/?p=6931 ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରୱେକରଙ୍କ ବିଧାୟକଙ୍କ ଅଯୋଗ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ଉପରେ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟ ଯାଇଛନ୍ତି । ଜାନୁଆରୀ ୧୦ରେ ମୁଖ୍ୟମନ୍ତ୍ରୀ […]

The post ନାରୱେକରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ first appeared on ଯଯାତି ଏକ୍ସପ୍ରେସ.

]]>
6931
ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ଼ ରାୟ https://jajatiexpress.com/country/maharashtra-speaker-rahul-narwekar-ruled-eknath-shinde-as-real-shiv-sena/ Wed, 10 Jan 2024 15:42:17 +0000 https://jajatiexpress.com/?p=6801 ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ ରାୟ। ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର […]

The post ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ଼ ରାୟ first appeared on ଯଯାତି ଏକ୍ସପ୍ରେସ.

]]>
6801
ନାଗପୁରରେ ବଡ ଧରଣର ବିସ୍ଫୋରଣ https://jajatiexpress.com/country/9-killed-in-blast-at-nagpur/ Sun, 17 Dec 2023 14:26:21 +0000 https://jajatiexpress.com/?p=6230 ଭୟଙ୍କର ବିସ୍ଫୋରଣ, ୯ ଜଣଙ୍କ ମୃତ୍ୟୁ ନାଗପୁରରେ ବଡ ଧରଣର ବିସ୍ଫୋରଣ । ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ […]

The post ନାଗପୁରରେ ବଡ ଧରଣର ବିସ୍ଫୋରଣ first appeared on ଯଯାତି ଏକ୍ସପ୍ରେସ.

]]>
6230
ନାନ୍ଦେଡ ହସ୍ପିଟାଲରେ ଏଯାଏଁ ଗଲାଣି ୩୧ ଜୀବନ https://jajatiexpress.com/country/7-more-patients-die-at-maharashtra-hospital-total-31-deaths-in-48-hours/ Tue, 03 Oct 2023 08:16:24 +0000 https://jajatiexpress.com/?p=4555 ନାନ୍ଦେଡ ହସ୍ପିଟାଲରେ ସରୁନି ଯମର ଅତ୍ୟାଚାର ମହାରାଷ୍ଟ୍ର ନାନ୍ଦେଡ ହସ୍ପିଟାଲରେ ମୃତ୍ୟୁର ତାଣ୍ଡବ । ଏଯାଏଁ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି । ଆଜି ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ […]

The post ନାନ୍ଦେଡ ହସ୍ପିଟାଲରେ ଏଯାଏଁ ଗଲାଣି ୩୧ ଜୀବନ first appeared on ଯଯାତି ଏକ୍ସପ୍ରେସ.

]]>
4555