ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ

ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଲଜ୍ଜା ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଲଜ୍ଜା। ଦୁଇ କୁନି ଝିଅ, ୪ ବର୍ଷୀୟା ନର୍ସରୀ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ […]

ବିଧାନସଭା ନିର୍ବାଚନ ଉପରେ ବିଜେପିର ଆଖି

ଧର୍ମେନ୍ଦ୍ର ପ୍ରଧାନ ହରିୟାଣାର ନିର୍ବାଚନ ପ୍ରଭାରୀ ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରିଛି ଭାରତୀୟ ଜନତା ପାର୍ଟି । ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ […]

ମହାରାଷ୍ଟ୍ର ଏନସିପିରେ ଗଡବଡ

ଅଜିତ ପାୱାରଙ୍କ ବୈଠକରେ ଯୋଗ ଦେଲେନି ୫ ବିଧାୟକ ମହାରାଷ୍ଟ୍ର ଏନସିପିରେ ହଟଚମଟ ଦେଖିବାକୁ ମିଳିଛି । ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ଚାଲିଆସିଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପାନେ ଦେବା ଲାଗି […]

ମହାରାଷ୍ଟ୍ର ରାଜନୀତିରେ ହଲଚଲ

୨୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଉଦ୍ଧବ ସେନା ! ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଆଗକୁ ନିର୍ବାଚନ ଥିବାବେଳେ କିଏ କେତୋଟି ଆସନରୁ ଲଢିବ ସେନେଇ ଏକ ତାଲିକା ସାମ୍ନାକୁ ଆସିଛି […]

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ଆରପାରିରେ ମନୋହର ଯୋଶୀ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କ ପରଲୋକ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୧ ତାରିଖରେ […]

ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ

ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ। BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ପାଟନଚେରୁଭ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଧାୟିକାଙ୍କ ଗାଡ଼ି ଭାରସାମ୍ୟ […]

ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶରଦଙ୍କ ଚ୍ୟାଲେଞ୍ଜ

ଶରଦ ପାଓ୍ବାରଙ୍କୁ ବଡ଼ ଝଟକା ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଲାଗିଲା ବଡ଼ ଝଟକା । ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ମିଳିବା ପରେ ନିର୍ବାଚନ ଆୟୋଗଙ୍କ ଉପରେ […]

ନାରୱେକରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରୱେକରଙ୍କ ବିଧାୟକଙ୍କ ଅଯୋଗ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ଉପରେ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟ ଯାଇଛନ୍ତି । ଜାନୁଆରୀ ୧୦ରେ ମୁଖ୍ୟମନ୍ତ୍ରୀ […]

ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ଼ ରାୟ

ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ ରାୟ। ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର […]

ନାଗପୁରରେ ବଡ ଧରଣର ବିସ୍ଫୋରଣ

ଭୟଙ୍କର ବିସ୍ଫୋରଣ, ୯ ଜଣଙ୍କ ମୃତ୍ୟୁ ନାଗପୁରରେ ବଡ ଧରଣର ବିସ୍ଫୋରଣ । ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ […]

ନାନ୍ଦେଡ ହସ୍ପିଟାଲରେ ଏଯାଏଁ ଗଲାଣି ୩୧ ଜୀବନ

ନାନ୍ଦେଡ ହସ୍ପିଟାଲରେ ସରୁନି ଯମର ଅତ୍ୟାଚାର ମହାରାଷ୍ଟ୍ର ନାନ୍ଦେଡ ହସ୍ପିଟାଲରେ ମୃତ୍ୟୁର ତାଣ୍ଡବ । ଏଯାଏଁ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି । ଆଜି ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ […]