ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

କମିଶନରେଟ ପୁଲିସ ହାତରେ ତିନ୍ ପାହାଡ ଗ୍ୟାଙ୍ଗ କମିଶନରେଟ୍ ପୋଲିସ ହାତରେ ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗ । ୮ ଜଣଙ୍କୁ ବାନ୍ଧିଲା ପୋଲିସ । ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ହଜାର ଟଙ୍କା […]

ହରଡ଼ଘଣାରେ ବିଜେଡି ନେତା ପ୍ରଭାତ ବିଶ୍ଵାଳ !

ସିସୋର ଚିଟଫଣ୍ଡ ମାମଲାରେ ବିଶ୍ଵାଳ ଦମ୍ପତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଡ଼ୁଆ । ସିସୋର ଚିଟଫଣ୍ଡ ସଂସ୍ଥାରେ […]

ଫେରାର ଥିଲେ ବିଡିଓ, ୮ବର୍ଷ ପରେ ବାନ୍ଧିଲା ଭିଜିଲାନ୍ସ !

ବିଡିଓ ହେବ ତ ଏମିତି ! ସରକାରୀ ବାବୁଙ୍କ କଳାକାର୍ନାମା । ପୁରା ଦୁର୍ନୀତିର ଗନ୍ତାଘର ପାଲଟିଥିଲେ ବାବୁ ଜଣଙ୍କ । ସରକାରୀ ଧନ ହଡପ କରିବା ସହ ୭ଟି ମାମଲାରେ ଫସି ଫେରାର […]

ଘର ଭାଙ୍ଗି ଲୁଟିଥିଲ , ପୋଲିସ ହାତରେ ଧରା ପଡିଲେ

ଯାଜପୁର ରୋଡ ପୋଲିସକୁ ବଡ଼ ସଫଳତା। ଚୋରି ଘଟଣାର କଲା ପର୍ଦ୍ଦାଫାଶ। ତିନିଜଣଙ୍କୁ ଗିରଫ କରିବା ସହ ୬ଲକ୍ଷ ଟଙ୍କାର ସୁନାଗହଣା ଓ ଏକ ବାଇକ୍ ଜବତ ହୋଇଛି। ତେବେ ସୂଚନା ଅନୁଯାୟୀ ଯାଜପୁର […]

ଚଡ଼ି ଗ୍ୟାଙ୍ଗକୁ ମାଡିବସିଲା ପୋଲିସ !

ରାଜଧାନୀରେ ମାତିଛନ୍ତି ଚଡ଼ି ଗ୍ୟାଙ୍ଗ। ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ କରୁଥିଲେ ଲୁଟ୍। ହେଲେ ଏମାନଙ୍କୁ ଧରିବାକୁ ପୋଲିସ ବିଛାଇଥିଲା ଇନ୍ଦ୍ରଜାଲ। ଆଉ ଅପେକ୍ଷା କରିଥିଲା ପୁରା ସୁଯୋଗକୁ, ସୁଯୋଗ ପାଉ […]

ବୌଦ୍ଧ ପୋଲିସକୁ ବଡ଼ ସଫଳତା

ଲୁଟିଥିଲେ ଏବେ ଧରା ପଡିଲେ । ଅନଲାଇନକୁ ମାଧ୍ୟମ କରି ଲୁଟିନେଇଥିଲେ ୪୩ ଲକ୍ଷ ଟଙ୍କା । ଆଉ ପୋଲିସ ଆଖିରେ ଧୁଳି ଦେଇ ରଚିଥିଲେ ବଡ ଷଡଯନ୍ତ୍ର , ହେଲେ ଚୋର ଡାଳେ […]

ଅନଲାଇନରେ ସିଙ୍ଗଡା କିଣି ଫସିଗଲେ ଡାକ୍ତର !

ଅନଲାଇନରେ ଖାଦ୍ଯପଦାର୍ଥ ଅର୍ଡର କରୁଛନ୍ତି କି ତାହେଲେ ସାବଧାନ ହୋଇଯାଆନ୍ତୁ , କାହିଁକି ନା ଆମେ ଏବେ ଯେଉଁ ଖବର ଦେବୁ ତାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଜଣେ ଡାକ୍ତର ଅନଲାଇନରେ […]

ଡକାୟତି ବେଳେ ମାଡି ବସିଲା ପୋଲିସ, ୬ ଗିରଫ

ଯାଜପୁର ରୋଡ ଥାନା ସୋଲେଇ ପଡିଆ ନିକଟରେ ଚଢ଼ାଉ। ଡକାୟତି ଉଦ୍ୟମ କରୁଥିବା ବେଳେ 6ଜଣ ଗିରଫ। ବାଇକ,ମୋବାଇଲ ସମେତ ମାରଣାସ୍ତ୍ର ଜବତ l ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଯାଜପୁର ରୋଡ […]

ରଥଯାତ୍ରାରେ ଚୋରି, ୮୭ ଗିରଫ !

ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୮୭ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ବିଶ୍ଵର ସବୁଠୁ ବଡ ଯାତ୍ରା ହେଉଛି ପୁରୀରେ ହେଉଥିବା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା । ଏହି […]

କେତେ ସୁରକ୍ଷିତ ରାଜଧାନୀବାସୀ

ଆଇପିଏସ୍ ଅଫସରଙ୍କ ପରିବାରଠାରୁ ଲୁଟ୍ ଉଦ୍ୟମ ବିଚ୍ ରାସ୍ତାରେ ରାତି ଅଧରେ ଚାଲିଛି ଲୁଟ୍ । ସୁରକ୍ଷିତ ନୁହଁନ୍ତି ଆଇପିଏସ ଅଫିସରଙ୍କ ପରିବାର । ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ ତାହା ଆପଣ […]