ଯଯାତି Special ରସୁଣ ଦୂର କରିବ ହାର୍ଟ ଆଟାକ୍ Editor March 17, 2024 0 ହାର୍ଟ ଆଟାକ୍ ଭୟ ଥିଲେ ପ୍ରତିଦିନ ଖାଆନ୍ତୁ ରସୁଣରସୁଣ କୌଣସି ଔଷଧଠାରୁ କମ୍ ନୁହେଁ । କିଛି ଲୋକ ଏହା ଗନ୍ଧ ଯୋଗୁଁ ବ୍ୟବାହାର କରି ନଥାନ୍ତି । ହେଲେ ରସୁଣର ଅନେକ ଭଲ […]
ଯଯାତି Special ଭେଜିଟେରିଆନଙ୍କ ପ୍ରୋଟିନ୍ ପ୍ଲେଟ୍ Editor March 16, 2024 0 ଶାକାହାରୀମାନଙ୍କ ପାଇଁ ପ୍ରୋଟିନ୍ ଡାଏଟ୍ ଶରୀରରକୁ ଶକ୍ତି ଯୋଗାଇବା ପାଇଁ ପ୍ରୋଟିନ୍ ନିହାତି ଜରୁରୀ। ଏଥିରୁ ପ୍ରଚୁର ଆମିନୋ ଏସିଡ୍ ମିଳିଥାଏ। ପିଲାମାନଙ୍କର ବୃଦ୍ଧି ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ପ୍ରୋଟିନ୍ ଅତ୍ୟନ୍ତ […]
ଯଯାତି Special କେମିତି ନେବେ ଆଖିର ଯତ୍ନ? Editor March 15, 2024 0 ଜାଣନ୍ତୁ କ’ଣ ଖାଇଲେ ବଢିବ ଦୃଷ୍ଟିଶକ୍ତିସାଧାରଣତଃ ଲୋକମାନେ ଫିଟନେସ୍ ଏବଂ ସ୍କିନର ଅଧିକ ଯତ୍ନ ନିଅନ୍ତି, ହେଲେ ଆଖିର ଯତ୍ନ ବାବଦରେ ବିଶେଷ ଧ୍ୟାନ ଦିଅନ୍ତିନି। ଯାହା ଫଳରେ ଧୀରେ ଧୀରେ ଦୃଷ୍ଟିଶକ୍ତି ଦୁର୍ବଳ […]
ଯଯାତି Special ଶୋଇକି ଉଠିବା ପରେ କାହିଁକି ଲାଗେ ଥକା ? Editor March 12, 2024 0 ଥକାପଣର କାରଣ ଓ ନିରାକରଣ ଦିନ ସାରା କାମ କରିବା ପରେ ଶରୀରର ଥକା ଓ ମାନସିକ ଶାନ୍ତି ପାଇଁ ଆମକୁ ଅତି କମ୍ ରେ 7-8 ଘଣ୍ଟା ଶୋଇବା ନିହାତି ଆବଶ୍ୟକ । […]
ଯଯାତି Special ସ୍ୱାସ୍ଥ୍ୟ ଘରୋଇ ଉପାୟରେ ପାଆନ୍ତୁ ଏସିଡିଟିରୁ ମୁକ୍ତି Editor March 10, 2024 0 ଗ୍ୟାସ ହେଉଛି କି, ଜାଣନ୍ତୁ ଘରୋଇ ଉପଚାର ବର୍ତ୍ତମାନ ସମୟରେ ଏସିଡିଟି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମନୁଷ୍ୟ ଶରୀରରେ ସେତେବେଳେ ଏସିଡିଟି ସୃଷ୍ଟି ହୁଏ ଯେତେବେଳେ କମ୍ ପରିମାଣରେ ଏସିଡି କ୍ରିଏଟ୍ […]
ଯଯାତି Special ଶରୀର ପାଇଁ କେତେ ଉପଯୋଗୀ ଭାତ Editor March 5, 2024 0 ଭାତ ନ ଖାଇଲେ କ’ଣ ହେବଭାତ ଆମର ଭାରି ପ୍ରିୟ । ଆମେ ଓଡ଼ିଆ ଲୋକେ ଭାତକୁ ଖାଇବାକୁ ବହୁତ୍ ପସନ୍ଦ କରୁ । ଭାତ ନ ଖାଇଥିଲେ ଲାଗେ କିଛି ଯେମିତି ଖାଇନେ […]
ଯଯାତି Special ସବୁଦିନ ଟମାଟୋ ଖାଇଲେ ମିଳିବ 5 ଫାଇଦା Editor March 4, 2024 0 ଟମାଟୋ ଦୂରକରିଦେବ ଶରୀରର ସବୁ ସମସ୍ୟା ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ […]
ଯଯାତି Special ଖରାଦିନେ ପଇଡ଼ ପାଣିର ଫାଇଦା Editor February 25, 2024 0 ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ପଇଡ଼ ପାଣି ଚଳିତବର୍ଷ ଖରାର ପ୍ରକୋପ ସମୟ ପୂର୍ବରୁ ଅନୁଭୂତ ହେଲାଣି । ତେବେ ଖରା ଦିନେ ଅଧିକ ଗରମ ହେତୁ ଶରୀରରୁ ଜଳୀୟ ଅଂଶ କମିଯାଏ । ଯାହାଦ୍ୱାରା […]
ଯଯାତି Special ଜାଣନ୍ତୁ କେମିତି ନିୟନ୍ତ୍ରଣ କରିବେ ହାଇ ବିପି Editor February 24, 2024 0 ପ୍ରାକୃତିକ ଉପାୟରେ କରନ୍ତୁ ବିପି ନିୟନ୍ତ୍ରଣ ଆଜିର ବ୍ୟସ୍ତବହୁଳ ଜୀବନରେ ଅଳ୍ପ ବୟସରେ ହାଇ ବିପି ଏବଂ ଡାଇବେଟିସ୍ ରୋଗରେ ପୀଡିତ ହେଉଛନ୍ତି ଅନେକ ଲୋକ । ତେବେ ଏହାର ମୁଖ୍ୟ କାରଣଗୁଡ଼ିକ ଟେନସନ […]
ଯଯାତି Special ମେଡିସିନ ସହ ଯୋଗାସନ ଥାଇରଏଡ ପାଇଁ ବେଶି ଲାଭଦାୟକ Editor February 23, 2024 0 କରନ୍ତୁ ଏହି ୪ ଯୋଗାସନ ଥାଇରଏଡରୁ ମିଳିବ ମୁକ୍ତି ଆମର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ପାଇଁ ଆମେ ଅନେକ ରୋଗର ଶିକାର ହେଉଛୁ । ଥାଇରଏଡ୍ ସମସ୍ୟା ମଧ୍ୟ ଏହି […]
ଓଡ଼ିଶା ଯଯାତି Special କେମିତି ରୋକିବେ ଶିଶୁଙ୍କ ନିଦ୍ରାହୀନତା Editor February 12, 2024 0 ଶିଶୁଙ୍କ ଭଲ ନିଦ ପାଇଁ 5ଟି ଟିପ୍ସ () କ’ଣ ଆପଣଙ୍କ ଶିଶୁ ବି ରାତିରେ ଠିକ୍ ରେ ଶୋଉନାହାଁନ୍ତି । ଏକ ଅଧ୍ୟୟନରୁ ଜଣାପଡ଼ିଛି, ପିଲାମାନଙ୍କ ନିଦ୍ରାହୀନତା ସମସ୍ୟା ପଛରେ ଜେନେଟିକ କାରଣ […]