ରାଜନୀତି ଗୃହକୁ ମୁଣ୍ଡିଆ ମାରି ଭାବ ବିହ୍ବଳ ହେଲେ ସୁର ରାଉତରାୟ Editor February 9, 2024 0 ସରିଲା ସୁରଙ୍କ ବିଧାନସଭା ଯାତ୍ରା ଆଜି ଥିଲା ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ବିଧାନସଭା ଗୃହରୁ ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ […]