ଦୁର୍ଷମକାରୀ ଭାରତୀୟଙ୍କୁ ମିଳିଲା ଦଣ୍ଡ

ସିଙ୍ଗାପୁରରେ ଭାରତୀୟ ଯୁବକଙ୍କୁ ୧୬ ବର୍ଷ ଜେଲ୍‌ ସିଙ୍ଗାପୁରରେ ୨୦୧୯ରେ ଜଣେ ୨୩ ବର୍ଷୀୟ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ ଭାରତୀୟ ଯୁବକ । ଏହି ମାମଲାରେ ସିଙ୍ଗାପୁର ହାଇକୋର୍ଟ ଜଣେ ୨୬ […]

ପାରା ଅଲମ୍ପିକରେ କମାଲ କଲେ ଓଡିଆ ପୁଅ

ସୁନା ଜିତିଲେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ସୋନ୍ଦର୍ଯ୍ୟ କୁମାର ପ୍ରଧାନ ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛନ୍ତି । ଉତ୍ତର ମାକେଡୋନିଆର ଓହ୍ରିଡରେ ଦୃଷ୍ଟିହୀନଙ୍କ ପାଇଁ ଆୟୋଜିତ ଆଇବିସିଏ ବିଶ୍ୱ ଦଳ ଚାମ୍ପିଅନସିପରେ ଦ୍ୱିତୀୟ ବୋର୍ଡରେ […]

ପୋଲସରା ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା

ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ବାମୀ ଗୁରୁତର ଗଞ୍ଜାମ ଜିଲ୍ଲା ପୋଲସରା ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି l ଉଭୟ […]

ଚଳନ୍ତା ବସ୍ ରେ ଡ୍ରାଇଭରଙ୍କ ମୃତ୍ୟୁ

ଚଳନ୍ତା ଗାଡିରେ ଡ୍ରାଇଭରଙ୍କ ହାର୍ଟ ଆଟାକ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ହଠାତ୍ ଏମିତି ବି ଆସେ ମୃତ୍ୟୁ । ଚଳନ୍ତା ବସ୍ ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍। କନ୍ଧମାଳ ପାବୁରିଆ-ଜି ଉଦୟଗିରି […]

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଜମ୍ମୁ ଆର୍ନିଆରେ ପାକିସ୍ତାନ ମୋର୍ଟାର ମାଡ଼ ପୁଣି ଅମାନିଆ ହେଲା ପାକିସ୍ତାନ । ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ ଆର୍ନିଆ ଅଞ୍ଚଳରେ ବିଏସଏଫ ପୋଷ୍ଟ ଉପରେ ପାକିସ୍ତାନ ମୋର୍ଟାର ମାଡ଼ କରିଥିବା […]

କାହିଁକି ହୋଇନି ସେବାୟତଙ୍କ ସମ୍ପତ୍ତି ବାଜ୍ୟାପ୍ତି

ଛିଣ୍ଡୁନି କଳି, ଉପାସରେ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ଦୁଇ ଦିନ ଧରି ମହାପ୍ରଭୁଙ୍କ ନୀତି ସୁଚାରୁ ରୂପେ କରାଯାଉନି । ଏନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ […]

ରାଜଗାଙ୍ଗପୁର ବିଧାୟକଙ୍କୁ ଭୂରି ଭୂରି ପ୍ରଶଂସା

ହସ୍ପିଟାଲରେ ଚିକିତ୍ସା କଲେ ବିଧାୟକ ରାଜଗାଙ୍ଗପୁର ବିଧାୟକଙ୍କ ସେବା ମନୋଭାବ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଶଂସାର ପାତ୍ର କରିଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଡକ୍ଟର ସିଏସ ରାଜେନ […]

କାହିଁକି ପିନ୍ଧୁଛନ୍ତି ‘ଆଇ. ଡି. ବ୍ରେସ୍‌ଲେଟ୍‌’

ଶବ ଚିହ୍ନଟ ପାଇଁ ଜୀବନ୍ତ ଶରୀରରେ ଲାଗୁଛି ରଙ୍ଗୀନ୍ ବ୍ରେସଲେଟ୍ ଗାଜା ଷ୍ଟ୍ରିପ୍‌ରେ ହମାସ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା […]

ହାଟରେ ଡବଲ ମର୍ଡର

କୁନ୍ଦୁଲି ହାଟରେ ଗଡ଼ିଲା ମୁଣ୍ଡ କୋରାପୁଟ କୁନ୍ଦୁଲି ହାଟରେ ଡବଲ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ଗୋଷ୍ଠୀର ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା […]

ଆଜି ଭଷାଣୀ, ଘରୁ ସାବଧାନରେ କାଢନ୍ତୁ ଗାଡ଼ି

ଟ୍ୱିନସିଟିରେ ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ ! ଟ୍ୱିନସିଟିରେ ଘରୁ ଗାଡ଼ି ବାହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହଲେ ଗଣିବାକୁ ପଡିପାରେ ଫାଇନ୍ । ଭସାଣି ପାଇଁ ଟ୍ୱିନସିଟିରେ ସବୁ ପ୍ରସ୍ତୁତି ଶେଷ […]

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଆହତ

ଦୁର୍ଘଟଣାରେ ଆହତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଆହତ । ଦୁର୍ଘଟଣାରେ ତାଙ୍କ ଛାତିରେ ଲାଗିଛି ଆଘାତ । ସେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । କାଶିପୁର […]