ଜନ୍ମଦିନରେ କୋହଲିଙ୍କ ଧମାକା

ବର୍ଥ ଡେ’ରେ ସଚିନଙ୍କ ରେକର୍ଡ ସମକକ୍ଷ ହଲେ କୋହଲି କ୍ରିକେଟର ବିରାଟ କୋହଲି ସ୍ଥାପନ କଲେ ନୂଆ ରେକର୍ଡ । କ୍ରିକେଟର ଗଡ ଫାଦର କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହଲି । […]

ମାଓବାଦୀଙ୍କ ଟାର୍ଗେଟରେ ଛତିଶଗଡ଼ ବିଜେପି ନେତା

ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ତିନି ଦିନ ବାକି । ତେବେ ମତଦାନ ପୂର୍ବରୁ ମାଓବାଦୀମାନେ ପ୍ରଚାର କରୁଥିବା ଜଣେ ବରିଷ୍ଠ ବିଜେପି ନେତାଙ୍କୁ […]

ପୁଣି ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ମନୋରଞ୍ଜନ ମିଶ୍ର ହେଲେ RBI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ବଡ଼ ଦାୟିତ୍ବ । ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ମନୋରଞ୍ଜନ ମିଶ୍ର । […]

୨ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ

STF ଜାଲରେ ବ୍ରାଉନସୁଗର ବେପାରୀ ଭୁବନେଶ୍ବର କାଲିବିରି ବ୍ରିଜ୍ ନିକଟସ୍ଥ ତିଗିରିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ । STF ଜାଲରେ ବ୍ରାଉନସୁଗର ବେପାରୀ । ୧ କେଜି ୨୨ ଗ୍ରାମ ବ୍ରାଉନସୁଗର ଜବତ । […]

ପୋଲସରାରେ ନିଯୁକ୍ତ ହେଲେ ନୂଆ ବିଡିଓ

ନୂତନ ବିଡ଼ିଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ‘ବିପଦର ବନ୍ଧୁ’ ପୋଲସରା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ କୁମାର ଜାନୀଙ୍କୁ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ବିପଦର […]

ଶରଣାର୍ଥୀ ଶିବିର ଉପରେ ବିସ୍ଫୋରଣ

‘ବ୍ରଡ୍‌କାଷ୍ଟ୍‌ ଇଞ୍ଜିନିୟର୍‌’ଙ୍କ ପରିବାରର ୧୯ ସଦସ୍ୟ ମୃତ ହମାସ୍‌ ଆତଙ୍କବାଦୀମାନଙ୍କୁ ଟାର୍ଗେଟ୍‌ କରି ଇସ୍ରାଏଲ୍‌ ସ୍ଥଳଭାଗରେ ଚଳାଇଥିଲା ଅଭିଯାନ । ଏହି ସମୟରେ ଗାଜାରେ ଥିବା ବୃହତ୍ତମ ଶରଣାର୍ଥୀ ଶିବିର ଉପରେ ବୋମା ପଡ଼ିବାରୁ […]

ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟିତ

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଗିଫ୍ଟ ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଦୁଇଟି ବଡ଼ ଘୋଷଣା । କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାବାସୀଙ୍କୁ […]

ରାଜସ୍ଥାନ ରାଜନୀତିରେ କନଫ୍ୟୁଜନ

ଜଣେ ପ୍ରାର୍ଥୀଙ୍କୁ ଦୁଇ ଦଳ ଦେଇଛି ଟିକେଟ୍ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯାହାକୁ ନେଇ ଏବେ ସାରା ଦେଶରେ ଲାଗି ରହିଛି ଚର୍ଚ୍ଚା […]

ପୁଣି ଟ୍ରେନ୍ ଦୁର୍ଘଟଣା

ଆନ୍ଧ୍ର ବିଜୟନଗରମ୍ ରେ ଟ୍ରେନ୍ ଟ୍ରାଜେଡି, ୬ ମୃତ, ୫୦ ଆହତ ମନରୁ ଲିଭିନି ବାହାନଟା ଟ୍ରେନ୍ ଟ୍ରାଜେଡି । ପୁଣି ଘଟିଲା ଆଉ ଏକ ରେଳ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର […]

ସାପ କାମୁଡାରେ ମହିଳା ମୃତ

ସର୍ପାଘାତରେ ଚାଲିଗଲା ମହିଳାଙ୍କ ଜୀବନ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପାଟିଗଡ଼ ଗ୍ରାମରେ ବିଷାକ୍ତ ସାପକାମୁଡା ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ସେହି ଗ୍ରାମର ସୋମନାଥ ଗୌଡ଼ଙ୍କ ପତ୍ନୀ […]

ଟଙ୍କା ଲୋଭରେ ଯୁବପିଢିଙ୍କୁ ଘାରିଛି ନିଶା ବେପାର

ଡିପ୍ଲୋମା ଇଞ୍ଜିନିୟର ବ୍ରାଉନସୁଗାର ବୋପାରୀ ଭୁବନେଶ୍ୱର ବରମୁଣ୍ଡାରୁ ବ୍ରାଉନସୁଗାର ଜବତ । ଏଥିସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ଜଣକ GWC ପ୍ରୋଜେକ୍ଟ କୋ ଅଡିନେଟର ପ୍ରିତମ ସାହୁ […]