୮୪ବର୍ଷରେ ପ୍ରଫୁଲ୍ଲଙ୍କ କ୍ରେଜ୍ !

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘେଡେଇଙ୍କ ଜନ୍ମଦିନ ପାଳନ ୮୪ବର୍ଷରେ ପାଦ ଦେଲେ ବର୍ଷିଆନ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ । ତେବେ ଦୀର୍ଘଦିନର ରାଜନୀତି, ଲୋକଙ୍କୁ ବାନ୍ଧିରଖିବାର କ୍ଷମତା ଏବଂ […]

ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି

ଆଜି ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ! ଆଜି ମହାପ୍ରଭୁଙ୍କୁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥିପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ମାର୍ଗଶୀର- କୃଷ୍ଣ ସପ୍ତମୀ ହୋଇଥିବା […]

ଆଜି ସରିବ ଐତିହାସିକ ବାଲିଯାତ୍ରା !

ବଢିବ କି ବାଲିଯାତ୍ରା ଅବଧି ? ଆଜି ବାଲିଯାତ୍ରାର ଶେଷଦିନ । ଏହି ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୮ ଦିନଧରି ଚଳିବାକୁ ନିଷ୍ପତ୍ତି ହୋଇଥିଲା । ତେବେ […]

୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା

ଶୁକ୍ରବାରଠୁ ରାଜ୍ୟରେ ବର୍ଷା ! ବଙ୍ଗୋପସାଗରରେ ବାତ୍ୟା ଭୟ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଗୁରୁବାର ସୁଦ୍ଧା ଅବପାତର ରୂପ ନେବ […]

ରେକର୍ଡ କଲା ରେଭେନ୍ସା !

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍ A++ ମାନ୍ୟତା ରେକର୍ଡ କଲା ରେଭେନ୍ସା । ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା ନାକ୍ A++ ମାନ୍ୟତା । ତେବେ ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସାକୁ ମିଳିଛି A++ ମାନ୍ୟତା […]

ରାୟଗଡ଼ାରେ ‘ଲକ୍ଷ୍ମୀ’

ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍। ରାୟଗଡାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ୧୧ଟି ବ୍ଲକ ମଧ୍ୟରେ ଏହି […]

ମାଲକାନଗିରିରେ ଭୟଙ୍କର ଦୁର୍ଘଟଣା

ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ୫ ମୃତ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ […]

ଅସ୍ତ୍ର ବିରତି ପରେ ଗାଜାରୁ ଆସିଲା ମୁକ୍ତିର ତାଲିକା

୭ ସପ୍ତାହ ପରେ ୨୪ ଜଣ ବନ୍ଧକଙ୍କ ହେଲେ ମୁକ୍ତ ଗାଜାରେ ଚାରି ଦିନିଆ ଅସ୍ତ୍ରବିରତି ପରେ ଆଜି ଦ୍ୱିତୀୟ ବ୍ୟାଚ୍ ବନ୍ଧକ ତାଲିକା ଇସ୍ରାଏଲକୁ ହସ୍ତାନ୍ତର କରିଛି । ହମାସ୍ ଆଜି ଏହି […]

ସପିଙ୍ଗ ମଲ୍ ରେ ନିଆଁ

ଜୀବନ୍ତ ଜଳିଗଲେ ୧୧ଜଣ ପାକିସ୍ତାନର କରାଚୀରେ ବହୁତଳବିଶିଷ୍ଟ ଏକ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି  । ଏଥିସହ ଅନେକ ଜ୍ବଳନ୍ତ ମଲ୍‌ରେ ଫସି […]

ରାଜୀବଗାନ୍ଧୀ ଷ୍ଟାଡିୟମ ଆନ୍ଦୋଳନକୁ ମାସେ !

କେକ୍ କାଟି ସରକାରଙ୍କୁ ନିଆରା ପ୍ରତିବାଦ ଜଣାଇଲେ କ୍ରିଡାବିତ୍ ! ଆନ୍ଦୋଳନକୁ ପୁରିଲା ଏକମାସ । ହେଲେ ବାହାରିଲାନି କୌଣସି ସମାଧାନ । ବାଧ୍ୟହୋଇ କେକ କାଟି ନିଆରା ପ୍ରତିବାଦ କଲେ ଆନ୍ଦୋଳନକାରୀ । […]

ବ୍ୟାସନଗରର ଏକ ସପିଙ୍ଗମଲରୁ ଶିଶୁକନ୍ୟା ଉଦ୍ଧାର !

ଯାଜପୁରରେ ଚାଲିଛି କି ଶିଶୁ ଚୋରାଚାଲାଣ ! ସପିଙ୍ଗମଲରୁ ୭ମାସର ଶିଶୁକନ୍ୟା ଉଦ୍ଧାର। ଏଭଳି ଅଭାବନୀୟ ଘଟନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଏକ ଘରୋଇ ସପିଙ୍ଗ୍ ମଲରେ । ଶିଶୁକନ୍ୟାଟିର […]