ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ

ମାଆଙ୍କ ଆସନରୁ ଲଢ଼ିବେ ଝିଅ ପ୍ରିୟଙ୍କା ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ଅନ୍ୟପଟେ ନିଜର ପାରମ୍ପରିକ ଆସନ ରାଏବରେଲୀକୁ ଝିଅ ପ୍ରିୟଙ୍କାଙ୍କ ପାଇଁ ସୋନିଆ ଛାଡୁଥିବା ଚର୍ଚ୍ଚା ହେଉଛି । ଯଦି ରାଏବରେଲୀ […]

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା

ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ […]

ସ୍ଥଗିତ ହୋଇନି ଡ୍ରାଇଭର ଆନ୍ଦୋଳନ: ପ୍ରଶାନ୍ତ ମେଣ୍ଡୁଲି

ସରକାର କହିଲେ ଆନ୍ଦୋଳନ ସ୍ଥଗିତ, ଡ୍ରାଇଭର ସଂଘ କହିଲା ନା ଜାରି ରହିବ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ରର ନୂଆ ଆଇନ୍ ବିରୋଧରେ ଚାଲିବ ଆନ୍ଦୋଳନ । […]

କାଲିଠୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ

କାଲିଠୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ କାଲିଠୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ। ରାଉରକେଲାରୁ କୋଲକାତାକୁ ସିଧାସଳଖ ଆରମ୍ଭ ହେବ ବିମାନସେବା । ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ […]

ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପଙ୍କୁ ଆଶ୍ୱସ୍ତି

ପ୍ରତାପଙ୍କୁ ପୁଣି ସାମୟିକ ଆଶ୍ୱସ୍ତି ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା । ଆଜି ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା […]

ଗୃହରୁ ନିଲମ୍ବିତ ହେଲେ ୧୫ ସାଂସଦ

ସଂସଦରେ ହଟ୍ଟଗୋଳ, ୧୫ ସାଂସଦ ନିଲମ୍ବିତ ସଂସଦ ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହରେ ହୋ ହଲ୍ଲା । ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳରେ ବାରମ୍ବାର ମୁଲତବୀ ହେଲା ଗୃହ । ହଟ୍ଟଗୋଳ ପାଇଁ […]

ଛତିଶଗଡ଼ରେ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ। ସିଆରପିଏଫ ୯ମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ସହିଦ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଇଡି ବିସ୍ଫୋରଣ ହୋଇଥିବା ସୂଚନା […]

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦରେ ବସିଲେ ବିଷ୍ଣୁଦେଓ ସାଏ

ଛତିଶଗଡ଼ରେ ଆରମ୍ଭ ହେଲା ବିଷ୍ଣୁ ରାଜ ଛତିଶଗଡ଼ରେ ଆଜିଠୁ ଆରମ୍ଭ ହୋଇଛି ବିଷ୍ଣୁ ରାଜ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ବିଷ୍ଣୁଦେଓ ସାଏ ହେଉଛନ୍ତି ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ […]

ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି

ଦର୍ଶକ ଗ୍ୟାଲେରୀରୁ ଡେଇଁଲେ, ଲୋକସଭାରେ ରଙ୍ଗୀନ ଗ୍ୟାସ ସ୍ପ୍ରେ କଲେ ୨ ଯୁବକ ସଂସଦ ଭିତରେ ଅଜ୍ଞାତ ଯୁବକଙ୍କ ପ୍ରବେଶକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । କିଏ ଏହି ଯୁବକମାନେ, […]

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ଶାହା ଜାଣନ୍ତି ନାହିଁ ଇତିହାସ: ରାହୁଲ ଜମ୍ମୁକାଶ୍ମୀରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଜୋର ଧରିଛି । ଗତକାଲି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମକାଶ୍ମୀର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ […]

ଅଯୋଧ୍ୟାରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାରୁ ଜଗନ୍ନାଥଧାମ ଆସିଲା ନିମନ୍ତ୍ରଣ ମହାପ୍ରଭୁଙ୍କୁ ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏଥିପାଇଁ ସାରା ଦେଶରେ […]