ଦେଶ କେରଳରେ ଚିନ୍ତା ବଢାଉଛି ନିପା ! Jajati express Reporter September 14, 2023 0 କେରଳରେ ସଂକ୍ରମିତଙ୍କ ସଂଖ୍ୟା ୫ଛୁଇଁଲା ! କେରଳରେ ବ୍ୟାପିବାରେ ଲାଗିଛି ନିପା ଭାଇରସ । ଯାହାକୁ ନେଇ ଏବେ କେରଳବାସୀଙ୍କ ଚିନ୍ତା ବଢିଛି । କେରଳରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୫ରେ ପହଞ୍ଚିଛି । […]