ବିଳମ୍ବିତ ରାତି ଯାଏ ବିଜେପିର ମାନସ ମନ୍ଥନ

ଆଜି ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା! ବିଳମ୍ବିତ ରାତି ଯାଏ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ । ବଳକା ୩ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ହୋଇଛି ମାନସ ମନ୍ଥନ । […]

ଗ୍ୟାଙ୍ଗଷ୍ଟାର ତଥା ୫ଥରର ବିଧାୟକ ଅନସାରୀ ମୃତ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ ମୃତ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀଙ୍କ ମୃତ୍ୟୁ । ୟୁପି ବାନ୍ଦା ହସ୍ପିଟାଲରେ ଦେହାନ୍ତ ହୋଇଛି । ଉତ୍ତରପ୍ରଦେଶ ମାଉ ସଦର ଆସନରୁ ୫ଥର ବିଧାୟକ ଥିଲେ ମୁଖତାର […]

ବିଜେପିରୁ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଇସ୍ତଫା

ବିଜେପିରୁ ଇସ୍ତଫା ଦେଲେ ସାଲେପୁର ପୂର୍ବତନ ବିଧାୟକ ବିଜେପିରୁ ଇସ୍ତଫା ଦେଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ତାଙ୍କ […]

ପୁଣି ଇଡି ସମନକୁ ଆଡେଇ ଗଲେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରା

ଇଡି ସମନ ଅପେକ୍ଷା ପ୍ରଚାରକୁ ପ୍ରାଥମିକତା: ମହୁଆ ମୋଇତ୍ରା ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ମାମଲା । ଇଡି ସମନକୁ ଏଡାଇଲେ ଟିଏମସି ନେତ୍ରୀ ମହୁଆ ମୌତ୍ର । ଗୁରୁବାର […]

୨୩୮ ଥର ନିର୍ବାଚନ ହାରିଲେଣି, ତଥାପି ଛାଡ଼ିନି ମୋହ

୨୩୮ ଥର ହାରିବା ପରେ ବି ପୁଣି ଲୋକସଭା ପାଇଁ ପ୍ରାର୍ଥୀ ୨୩୮ ଥର ହାରିବା ପରେ ବି ପୁଣି ଲୋକସଭା ପାଇଁ ପ୍ରାର୍ଥୀ। ବ୍ୟକ୍ତି ଜଣକ ହେଉଛନ୍ତି, କେ.ପଦ୍ମରାଜନ୍ । ଦୁଇ ଶହରୁ […]

ଖୁବଶୀଘ୍ର ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି

ଦିନେ ଦୁଇ ଦିନରେ ଆସିବ ବିଜେପି ପ୍ରାର୍ଥୀ ତାଲିକା ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନରେ ତାଲିକା ଆସିପାରେ କହିଲେ ବିଜେପି ନେତା ପୃଥୀରାଜ […]

ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେଲେ ବିଲଉଡ ଅଭିନେତା ଗୋବିନ୍ଦା

‘ବନବାସ ସରିଲା, ଏବେ ରାମ ରାଜ୍ୟକୁ ଫେରିଲି’ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ବିଲଉଡ ଅଭିନେତା ଗୋବିନ୍ଦା। ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲେ। ସେ ୨୦୦୯ ଯାଏ ରାଜନୀତିରେ […]

୧ ଯାଏ ଇଡି ହେପାଜତରେ ରହିବେ ଅରବିନ୍ଦ କେଜ୍ରିୱାଲ

କେଜ୍ରିୱାଲ ବିରୋଧୀ ପିଆଇଏଲ ହାଇକୋର୍ଟରେ ଖାରଜ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ପିଆଇଏଲକୁ ଆଜି ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଗିରଫ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପାଇଁ ପିଆଇଏଲ […]

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି। […]

ଇଡି ହେପାଜତରେ ରହିବେ କେଜ୍ରିୱାଲ

କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଲା ନାହିଁ ଅଶ୍ଵସ୍ତି କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଲା ନାହିଁ ଅଶ୍ଵସ୍ତି । ଇଡି ହେପାଜତରେ ରହିବେ କେଜ୍ରିୱାଲ । କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଉପରେ […]

ଢେଙ୍କାନାଳରୁ ଅବିନାଶ, ପୁରୀରୁ ଲଢ଼ିବେ ଅରୁପ ପଟ୍ଟନାୟକ

ପିନାକୀ ଓ ମହେଶଙ୍କ କଟିଲା ଟିକେଟ୍ ଢେଙ୍କାନାଳରୁ ଅବିନାଶ, ପୁରୀରୁ ଅରୁପ ପଟ୍ଟନାୟକ ବିଜେଡି ପ୍ରାର୍ଥୀ । କଟିଲା ପିନାକୀ ଓ ମହେଶଙ୍କ ଟିକେଟ୍। ପୁରୀରୁ ଏଥର ବିଜେଡି ଲୋକସଭା ପ୍ରାର୍ଥୀ ହେଇଛନ୍ତି ଅରୁପ […]