ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଅପିଲ

ସୁପ୍ରିମକୋର୍ଟ ଗଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ […]

ମହାପ୍ରଭୁଙ୍କ ବନକଲାଗି ନୀତି

ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ଦର୍ଶନ ବନ୍ଦ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଚୈତ୍ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୁଏ । ସନ୍ଧ୍ୟା ୬ରୁ […]

ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ

ରାମ ନବମୀରେ ହେବ ରାମଲାଲାଙ୍କ ସୂର୍ଯ୍ୟ ତିଲକ ପବିତ୍ର ରାମନବମୀ ଅବସରରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଳକ । ଅପ୍ଟି ମେକାନିକାଲ ସିଷ୍ଟମ ଜରିଆରେ ପ୍ରଭୁ ରାମଲାଲାଙ୍କ ମସ୍ତକରେ ଶୋଭାବର୍ଦ୍ଧନ କରିବ ସୂର୍ଯ୍ୟ ଆଲୋକ […]

ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଂଶସା କଲେ ରାଜ୍ ଠାକରେ

ଏନଡିଏକୁ ରାଜ୍ ଠାକରେଙ୍କ ସମର୍ଥନ ଏନଡିଏକୁ ସମର୍ଥନ ଦେଲେ ରାଜ୍ ଠାକରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର କଲେ ପ୍ରଂଶସା । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ମୁମ୍ବାଇର ଶିବାଜୀ […]

ଅଭିଯୋଗ ରଦ୍ଦ କରିବାକୁ ହାଇକୋର୍ଟ ଗଲା ଏନଆଇଏ

୨ ଏନଆଇଏ ଅଧିକାରୀଙ୍କୁ ନୋଟିସ ପଶ୍ଚିମବଙ୍ଗରେ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ଟିମ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ଜେରା କରିବାକୁ ୨ ଜଣ ଏନଆଇଏ ଅଧିକାରୀଙ୍କୁ ନୋଟିସ କରିଛି । […]

ଦଳୀୟ ଘୋଷଣା ପୂର୍ବରୁ ପ୍ରଚାର ବେଳେ ସଙ୍କେତ ଦେଲେ ସାଂସଦ ଜୁଏଲ ଓରାମ

ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ: ଜୁଏଲ ଓରାମ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ। ବିଜେପି ଟିକେଟରେ ସେ ଏଠାରୁ ହେବେ ପ୍ରାର୍ଥୀ। ଆଜି ଏଭଳି କିଛି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସାଂସଦ […]

ହନୁମାନ ଜୟନ୍ତୀ ବେଳେ ସମ୍ବଲପୁରରେ ହେବନି ଶୋଭାଯାତ୍ରା

ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ମନା ସମ୍ବଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ । ବାଇକ୍ ରାଲି ମଧ୍ୟ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି । ଶାନ୍ତି କମିଟି ବୈଠକ ପରେ ନିଷ୍ପତି […]

କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା

ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନ ଖାରଜ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା । ଇଡିର ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ଆବେଦନକୁ […]

ବଢିଲା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା ବ୍ୟବସ୍ଥା

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘Z’ ସୁରକ୍ଷା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା ବଳୟକୁ ବୃଦ୍ଧି କରାଯାଇଛି। ତାଙ୍କୁ Z ସୁରକ୍ଷା ପ୍ରଦାନ କରାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି। […]

ଦେବାଶିଷ-ଭର୍ତ୍ତୃହରି କଥା କଟାକଟି

ଅସରପା କେବେ ଠୁ ଚଢ଼େଇ ହେଲାଣି: ଭର୍ତ୍ତୃହରି ମହତାବ ଦେବାଶିଷ-ଭର୍ତ୍ତୃହରି କଥା କଟାକଟି । ଦଳୀୟ କାର୍ଯ୍ୟକ୍ରମରେ ପରସ୍ପରକୁ କଲେ ଟାର୍ଗେଟ । ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, କଟକ ବିଜେପି ସାଂସଦ […]

ଜମୁଛି ପ୍ରଚାର ମଇଦାନ

ବର୍ଷାରେ ଭିଜିଲେ ଅପରାଜିତା, ହସ୍ପିଟାଲ ବୁଲିଲେ ମନ୍ମଥ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୟାରି ଭିତରେ ଜମୁଛି ପ୍ରଚାର ମଇଦାନ । ନିଜ ନିଜ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଭୋଟ […]