ନାମାଙ୍କନ ଦାଖଲ କଲେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ

ନାମାଙ୍କନ ଭାରିଲେ ଭୁଜବଳ ମାଝୀ ନାମାଙ୍କନ ଦାଖଲ କଲେ ଭୁଜବଳ ମାଝୀ । ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ । ଭୁଜବଳ ମାଝୀ କଂଗ୍ରେସ […]

ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ

ଜଳୁଛି ରାଜଧାନୀ ଜଳୁଛି ରାଜଧାନୀ । ଦିନ ସାଢେ ଦୁଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀରୁ ଅଧିକ […]

ବିଜେଡି ଛାଡ଼ି କଂଗ୍ରେସ ମିଶିଲେ ସିପ୍ରା ମଲ୍ଲିକ

କଂଗ୍ରେସରେ ମିଶିଲେ ବିଜେଡି ପୂର୍ବତନ ବିଧାୟିକା ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ସିପ୍ରା ମଲ୍ଲିକ । କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ। ଭୁବନେଶ୍ୱରରେ କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ […]

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ଅଭିନେତ୍ରୀ ବର୍ଷା ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି […]

ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା

୪ ଆସନରେ କଂଗ୍ରେସର ପ୍ରାର୍ଥୀ ଘୋଷଣା ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା । ତୃତୀୟ ପର୍ୟ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ତୃତୀୟ ପର୍ୟ୍ୟାୟରେ ୪ଟି […]

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି

ଆସିଲା ବିଜ୍ଞପ୍ତି, ଜାଣନ୍ତୁ କେଉଁଠି କେଉଁ ସମୟରେ ଦେବେ ଭୋଟ? ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ଭୌଟ । ଆଜିଠୁ […]

ବିଶ୍ୱ ଦେଖିଲା ଶ୍ରୀରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ର ବିରଳ ଦୃଶ୍ୟ

ବାଳକ ରାମଙ୍କ ମଥାରେ ‘ସୂର୍ଯ୍ୟ ତିଳକ’ ଶ୍ରୀରାମଲଲାଙ୍କ ମସ୍ତକରେ ‘ସୂର୍ଯ୍ୟ ତିଳକ’ର ବିରଳ ଦୃଶ୍ୟ ଦେଖିଲା ସାରା ବିଶ୍ୱ । ମସ୍ତକରେ ୪ ମିନିଟ ଯାଏଁ ପଡ଼ିଲା ସୂର୍ଯ୍ୟକିରଣ । ଗର୍ଭଗୃହରେ ବିରାଜିତ ରାମ […]

କଟିଲା ୩ ବିଧାୟକଙ୍କ ଟିକେଟ

ସମୀର-ପୂର୍ଣ୍ଣଚନ୍ଦ୍ର-କିଶୋରଙ୍କର କଟିଲା ଟିକେଟ ଘୋଷଣା ହୋଇଛି ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଟିଲା ୩ ବିଧାୟକଙ୍କ ଟିକେଟ । ନିମାପଡ଼ା ବିଧାୟକ ସମୀର ଦାସ, ଚିତ୍ରକୋଣ୍ଡା […]

ପ୍ରବଳ ଖରା ପାଇଁ ଛୁଟି କରିଦେଲେ ସରକାର

୩ ଦିନ ସ୍କୁଲ ବନ୍ଦ ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ […]

ଘୋଷଣା ହେଲା ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା

କଣ୍ଟାବାଞ୍ଜିରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା ହେଲା ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢ଼ାଖୋଲରେ ବଦଳିଲା ପ୍ରାର୍ଥୀ । […]

ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ପ୍ରଥମ ପର୍ଯ୍ୟାୟ କେଉଁଠି କେଉଁଠି ହେବ ଭୋଟ ଗ୍ରହଣ? ଏପ୍ରିଲ ୧୯ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ହେବାକୁ ଯାଉଛି ନିର୍ବାଚନ । ଚଳିତ […]