ଓଡ଼ିଶା ରାଜନୀତି ‘ଓଡ଼ିଶାବାସୀ ସ୍ଥିର କରିବେ କିଏ ହେବ ଉତ୍ତରାଧିକାରୀ’ User 003 May 30, 2024 0 ‘ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି’ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ନବୀନ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି ବରଂ ଉତ୍ତରାଧିକାରୀ କିଏ ହେବ […]
ଓଡ଼ିଶା ପାଣିପାଗ ଜୁନ୍ ୧୨ରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା User 003 May 30, 2024 0 କେରଳ ଛୁଇଁଲା ମୌସୁମୀ କେରଳ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି […]
ଓଡ଼ିଶା ଏମ୍ସରେ ଆଇପିଏସ ଆଶିଷ୍ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ User 003 May 30, 2024 0 ଏମ୍ସରେ ଆଶିଷଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଭୁବନେଶ୍ୱର ଏମ୍ସରେ ଆଇପିଏସ ଆଶିଷ୍ ସିଂ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ୬ଜଣିଆ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ଇସିଆଇଙ୍କ ନିଦେ୍ର୍ଦଶରେ […]
ଓଡ଼ିଶା ଦେଶ ରାଜନୀତି ଜୁନ ୧ରେ ଶେଷ ପର୍ଯ୍ୟାୟ ମତଦାନ, ଆଜି ସରୁଛି ପ୍ରଚାର User 003 May 30, 2024 0 ଆଜି ସରୁଛି ପ୍ରଚାର ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଜନମତ ନିଜ ଆଡକୁ କରିବାକୁ ଆଜି ଜୋରଦାର ପ୍ରୟାସ କରିବେ […]
ଓଡ଼ିଶା ଚାପ ଖେଳ ବେଳେ ବାଣ ବିସ୍ଫୋରଣ User 003 May 30, 2024 0 ଚାପ ଖେଳ ବେଳେ ଅଘଟଣ, ୩ମୃତ ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର […]
ଓଡ଼ିଶା ରାଜନୀତି ରାଜନୈତିକ ଉଦ୍ଦେଶ୍ୟ ରଖି ECI କାର୍ଯ୍ୟାନୁଷ୍ଠାନ ନେଉଛି User 003 May 29, 2024 0 ରାଜନୈତିକ ଉଦ୍ଦେଶ୍ୟ ରଖି ECI କାର୍ଯ୍ୟାନୁଷ୍ଠାନ ନେଉଛି ଭାରତୀୟ ନିର୍ବାଚନ କମିଶନ- ECIଙ୍କୁ ଦୋଷ ଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ୟ୍ୟାନୁଷ୍ଠାନକୁ ଦୁର୍ଭ୍ୟାଗ୍ୟଜନକ ବୋଲି ଦର୍ଶାଇ ଇସିଆଇଙ୍କୁ […]
ଓଡ଼ିଶା ରାଜନୀତି ବାଲେଶ୍ୱର ମାଟିରୁ ବିଜେପିକୁ ଖଡଗେଙ୍କ ଟାର୍ଗେଟ User 003 May 29, 2024 0 ବିଜେପି ସମ୍ବିଧାନ ପାଇଁ ବିପଦ: ଖଡଗେ ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର । ବାଲେଶ୍ୱର ମାଟିରୁ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଲୋକ ପଚାରୁଛନ୍ତି ବିଜେପିକୁ ଆମେ […]
ଓଡ଼ିଶା ରାଜନୀତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ? User 003 May 29, 2024 0 ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପଛରେ ଷଡ଼ଯନ୍ତ୍ର! ବାରିପଦା ସଭାରେ ରାଜ୍ୟ ସରକାରଙ୍କ ଉପରେ ଆଜି ପୁଣି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ […]
ଓଡ଼ିଶା ପାଣିପାଗ ପଶ୍ଚିମ ଆକାଶରୁ ଅଗ୍ନିବର୍ଷା User 003 May 29, 2024 0 ୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ ପଶ୍ଚିମ ଆକାଶରୁ ଅଗ୍ନିବର୍ଷା । ଗୁଳୁଗୁଳିରେ ଛଟପଟ ଉପକୂଳ ଓଡ଼ିଶା । ଆହୁରି ତିନି ଦିନ ତାତିରୁ ତ୍ରାହି ନାହିଁ । ୩୧ ତାରିଖ ଯାଏ […]
ଓଡ଼ିଶା ରାଜନୀତି ନିର୍ବାଚନ କମିଶନଙ୍କ ବଡ଼ ଆକ୍ସନ User 003 May 29, 2024 0 ଡିଏସ କୁଟ୍ଟେଙ୍କୁ ସସପେଣ୍ଡ, ୩ଟା ସୁଦ୍ଧା ଦିଲ୍ଲୀରେ ହାଜର ନିର୍ଦ୍ଦେଶ ନିର୍ବାଚନ କମିଶନଙ୍କ ବଡ଼ ଆକ୍ସନ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଇସିଆଇ। ଏନେଇ ରାଜ୍ୟ […]
ଓଡ଼ିଶା ରାଜନୀତି ଓଡ଼ିଶାରେ ବିଜେପି ସରକାର ଗଢିବା ଉଦ୍ୟମ ବିଫଳ ହେବ User 003 May 29, 2024 0 କେନ୍ଦ୍ରୀୟ ନେତା ଅତିଥି ଭଳି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ ବିଜେପିକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର କ୍ୟାବିନେଟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ । କହିଲେ ବିଜେପିର […]