ଓଡ଼ିଶା ବିଏସକେୱାଇ କାର୍ଡକୁ ନେଇ ରାଜ୍ୟପାଳଙ୍କ ଚିନ୍ତା User 003 June 6, 2024 0 ‘ହିତାଧିକାରୀଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉ’ ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଭିତରେ ଚିନ୍ତାପ୍ରକଟ କଲେ ରାଜ୍ୟପାଳ । ଏନେଇ ରଘୁବର ଦାସ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରିଛନ୍ତି । […]
ଓଡ଼ିଶା ଇସ୍ତଫା ଦେଲେ ସୁରେଶ ମହାପାତ୍ର, ଆର. ବାଲକ୍ରିଷ୍ଣନ୍ User 003 June 6, 2024 0 ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ରିଟାୟର୍ଡ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ତାଙ୍କ ସହ ଆର୍ ବାଲକ୍ରିଷ୍ଣନ୍ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି […]
ଓଡ଼ିଶା ରାଜନୀତି ନିର୍ବାଚନ ଫଳାଫଳ ପରଠୁ ମିଳୁନି ପାଣ୍ଡିଆନ ଦେଖାଦର୍ଶନ User 003 June 6, 2024 0 ପାଣ୍ଡିଆନଙ୍କ ବିନା ବସିଥିଲା ବୈଠକ କୁଆଡେ ଗଲେ ଭିକେ ପାଣ୍ଡିଆନ । ନିର୍ବାଚନ ଫଳାଫଳ ପରଠୁ ମିଳୁନି ଦେଖାଦର୍ଶନ । ନା ବୁଧବାର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବେଳେ ନବୀନ ପଟ୍ଟନାୟକଙ୍କ ସାଥିରେ ଥିଲେ […]
ଦେଶ କେନ୍ଦ୍ର କ୍ୟାବିନେଟର ସୁପାରିଶ କ୍ରମେ ଲୋକସଭା ଭଙ୍ଗ User 003 June 5, 2024 0 ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ତୃତୀୟ ପାଳିରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି । ଲୋକସଭା ଭଙ୍ଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ସୁପାରିଶ । ତେବେ ରାଷ୍ଟ୍ରପତି ଦ୍ରୌପଦୀ […]
ଓଡ଼ିଶା ରାଜନୀତି କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ? User 003 June 5, 2024 0 କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ? ଏବେ କିଏ ନେବ ନବୀନ ସ୍ଥାନ ? କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?ଦୌଡ଼ରେ ଅନେକ ବରିଷ୍ଠ ଏବଂ ଅଭିଜ୍ଞ ନେତା । […]
ଓଡ଼ିଶା ରାଜନୀତି ବିଜେପିକୁ ଫେରିଲେ ହିମାଂଶୁ ଶେଖର ସାହୁ User 003 June 5, 2024 0 ସ୍ୱାଧୀନରୁ ଜିତିଲେ ବିଜେପିକୁ ଫେରିଲେ ଟିକେଟ ନ ପାଇ ସ୍ୱାଧୀନ ଲଢିଲେ । ଦଳ ନିଲମ୍ବନ କଲା । କିନ୍ତୁ ବିଜୟ ପରେ ପୁଣିଥରେ ଦଳକୁ ଫେରିଲେ ଧର୍ମଶାଳାରୁ ବିଜୟୀ ହୋଇଥିବା ସ୍ୱାଧୀନ ବିଧାୟକ […]
ଦେଶ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ଦେଲେ ମୋଦି User 003 June 5, 2024 0 ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ନିର୍ବାଚନ ୨୦୨୪ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ […]
ଓଡ଼ିଶା ରାଜନୀତି ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି? User 003 June 5, 2024 0 କୁଆଡ଼େ ଗଲେ ପାଣ୍ଡିଆନ? କୁଆଡ଼େ ଗଲେ ପାଣ୍ଡିଆନ? ନବୀନଙ୍କ ଇସ୍ତଫା ବେଳେ ଦେଖାଦେଲେନାହିଁ । ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି? ଶେଷ ମୁହୂର୍ତ୍ତରେ କାହିଁକି ରହିଲେ ନାହିଁ ପାଣ୍ଡିଆନ? […]
ଓଡ଼ିଶା କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ User 003 June 5, 2024 0 କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ ୫ ଦିନ ତଳେ ନିଖୋଜ ହୋଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ ଠାବ ହୋଇଛନ୍ତି। ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି। କାଲିମେଳା […]
ଓଡ଼ିଶା ରାଜନୀତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ User 003 June 5, 2024 0 ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳକୁ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା […]
ଓଡ଼ିଶା ରାଜନୀତି ପ୍ରଥମ ଥର ହାରିଲେ ନବୀନ ପଟ୍ଟନାୟକ User 003 June 4, 2024 0 କଣ୍ଟାବାଞ୍ଜିରୁ ନବୀନ ପରାଜିତ ପ୍ରଥମ ଥର ପାଇଁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ସେ ହାରିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ତାଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ବିଜେପି ସମର୍ଥକଙ୍କ […]