ଲିଙ୍ଗରାଜ ହୋଟେଲରେ ଖୋଳତାଡ କରୁଛି ପୋଲିସ

ସିମ୍ ବକ୍ସ ଆତଙ୍କୀ ଲିଙ୍କ ମାମଲା, ପୋଲିସର ଛାନଭିନ୍ ସିମ୍ ବକ୍ସ ଆତଙ୍କୀ ଲିଙ୍କ ମାମଲା । ସିମ୍ ବକ୍ସକୁ ନେଇ ପୋଲିସର ଛାନଭିନ୍ । ବାଂଲାଦେଶୀ ରହିଥିବା ଲିଙ୍ଗରାଜ ହୋଟେଲରେ ଖୋଳତାଡ କରୁଛି […]

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା

କୋଲକାତା ମାମଲା, ସୁପ୍ରିମକୋର୍ଟରେ ହେବ ଶୁଣାଣି କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ […]

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ

ବିଜେପିରେ ମିଶିବେ ଚମ୍ପାଇ ସୋରେନ୍ ! ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା । ଜେଏମଏମ୍ ଛାଡ଼ି ବିଜେପିରେ ମିଶିପାରନ୍ତି ବିଦ୍ରୋହ ମୁଡରେ […]

ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି

ଚାଲିଯିବ କି ମମତାଙ୍କ ଚଉକି? ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା । ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ […]

ଆଉ ରହିବନି ଆଳୁ ସଙ୍କଟ

ୟୁପିରୁ ଟ୍ରେନରେ ଆସିବ ଆଳୁ ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ଆଳୁ ସଂକଟ। ଉତ୍ତରପ୍ରଦେଶରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଆସିବ ଆଳୁ । ଏନେଇ ସୂଚନା ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ […]

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ଚାଲିଛି ତଦନ୍ତ

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା, ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ସହ ଖର୍ଚ୍ଚର ହିସାବ ଚାଲିଛି । ଖୁବଶୀଘ୍ର ଏହାର ନିର୍ଯ୍ୟାସ ଆସିବ । ରାଜ୍ୟବାସୀଙ୍କ ମନରେ ଯାହା ସନ୍ଦେହ […]

ଏଥର ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣକୁ ପୋଲିସର ତାଗିଦ୍

ଗଣେଶଙ୍କ ବିକୃତ ମୂର୍ତ୍ତି କଲେ ହେବ କାର୍ଯ୍ୟାନୁଷ୍ଠାନ ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଟକରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ କିଛି ଏଭଳି ସୂଚନା ଦେଇଛନ୍ତି ପୋଲିସ୍ କମିଶନର […]

ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ମାଗଣାରେ ମିଳିବ ମହାପ୍ରସାଦ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ଏନେଇ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ପୁରୀରେ ରଥ ସେବା ସମ୍ମାନ-୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ […]

ଭଗବାନ ପାଇଲେନି ଭକ୍ତଙ୍କ ଦାନ

ନଷ୍ଟ ହୋଇଗଲା ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ଭଗବାନ ପାଇଲେନି ଭକ୍ତଙ୍କ ଦାନ। ନଷ୍ଟ ହୋଇଗଲା ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ। ଟ୍ରକ୍ ଯୋଗେ ବାହାରକୁ ନିଆଯାଉଛି ବସ୍ତା ବସ୍ତା ଚାଉଳ। […]

ଦେଶବ୍ୟାପୀ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ

ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ବନ୍ଦ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଥିବା ବେଳେ ଏହା ଥମିବା ନାଁ ଧରୁନି। ସବୁଆଡ଼େ ପ୍ରତିବାଦ ଦେଖିବାକୁ […]

ପାକିସ୍ତାନ, ଚୀନରୁ କଲ୍ ଆସିବାକୁ ବ୍ୟବହାର ହେଉଥିଲା ସିମ୍ ବକ୍ସ

ସିମ୍ ବକ୍ସ ଚଳାଉଥିଲେ ବାଂଲାଦେଶୀ ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ବୟାନ। ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏ ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ […]