ମଧ୍ୟପ୍ରଦେଶରେ ବଡ଼ ଧରଣର ଅଘଟଣ

ପାଚେରୀ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ମଧ୍ୟପ୍ରଦେଶ ସାଗର ଶାହାପୁରରେ ମନ୍ଦିର ପାଚେରୀ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ । ଶାହାପୁରର […]

ମହାପ୍ରଭୁଙ୍କ ମସ୍ତକରେ ଲାଗିହେବ ସୁବର୍ଣ୍ଣ ଚିତା

୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ଆରମ୍ଭ ହେବ ସ୍ବତନ୍ତ୍ର ନୀତିକାନ୍ତି । […]

୫ ଜଣଙ୍କୁ ମ୍ୟାରେଜ୍, ଟଚରେ ଥିଲେ ୪୯

ଗିରଫ ହେଲେ ୫ ସ୍ତ୍ରୀଙ୍କ ସ୍ଵାମୀ ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ […]

ବିଏସକେୱାଇ ନୁହେଁ ଏଥର ମିଳିବ ଗୋପବନ୍ଧୁ

ସେପ୍ଟେମ୍ବର ୧୦ ତାରିଖ ପରେ ଲାଗୁହେଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ବିଏସକେୱାଇ ଚାଲିବ ନା ବନ୍ଦ ହେବ, ଯାହାକୁ ନେଇ ଏକ ବଡ଼ ପ୍ରଶ୍ନ। ବିଜେପି ସରକାରଙ୍କ ବଜେଟରେ ବିଜୁ ସ୍ୱାସ୍ଥ୍ୟ […]

ପୂଜାଙ୍କୁ ମିଳିଲାନି ଆଗୁଆ ଜାମିନ୍‌

ଗିରଫ ଭୟରେ ଦୁବାଇ ପଳାଇଲେ ପୂଜା ଖେଡକର ! ବିବାଦ ଘେରରେ ପୂଜା ଖେଡକର। ଆଗୁଆ ଜାମିନ୍‌ ଆବେଦନ ଖାରଜ ପରେ ସେ ଦୁବାଇ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କୁ ଗିରଫ କରାଯିବ […]

ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ୱାଇ.ବି. ଖୁରାନିଆ

ୱାଇ.ବି. ଖୁରାନିଆ ହେବେ ଡିଜିପି! ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ୱାଇ.ବି. ଖୁରାନିଆ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବଢ଼ିଲା ଚର୍ଚ୍ଚା। ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ଏବେ ବିଏସଏଫ୍ ସ୍ପେଶାଲ୍ ଡିଜି […]

ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ?

ରାଜ୍ୟସଭା ଯିବେ ମନମୋହନ ସାମଲ! ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ କିଏ ଯିବ ରାଜ୍ୟସଭା ତାକୁ ନେଇ ବେଶ ଚର୍ଚ୍ଚା […]

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ରାଜ୍ୟର ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, […]

ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ ଗିଫ୍ଟ

TTEରୁ OSD ହେଲେ ସ୍ୱପ୍ନିଲ ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ ଗିଫ୍ଟ । ଟିଟିଇରୁ ଓଏସଡି ହେଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା । ତେବେ ଏଥର […]

ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ

ଖତ ଖାଇଗଲା ଅର୍ପଣ ଚାଉଳ ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ। ଅର୍ପଣ ଚାଉଳରେ ଲାଗି ପାରିବନି ଭୋଗ। ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ୧୪ହଜାର କ୍ୱିଣ୍ଟାଲ ଚାଉଳ ଆଦାୟ ହୋଇଥିଲା। […]