ଓଡ଼ିଶାରେ ଇଭି କାରଖାନା କରିବ ଜେଏସଡବ୍ଲ୍ୟୁ

ଓଡ଼ିଶାରେ ହେବ ପ୍ରଥମ ଇଭି କାରଖାନା ଓଡ଼ିଶାରେ ହେବ ଇଭି କାରଖାନା । ବିଦ୍ୟୁତ୍ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବ ଜେଏସଡବ୍ଲ୍ୟୁ । ୪୦ ହଜାର କୋଟିର ହେବ ପୁଞ୍ଜି […]

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଦାବି

୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ସିଏଏ: ଅମିତ ଶାହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଦାବି । ୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ସିଏଏ । ଆଗାମୀ […]

ନେତା ହେବାକୁ ନୁହେଁ, ସେବା କରିବାକୁ ଯୋଗ ଦେଲି: ମନୋଜ ମିଶ୍ର

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ହାତ ଧରିଲେ ମନୋଜ । ପଶ୍ଚିମ ଓଡ଼ିଶାରେ […]

ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ପରଲୋକରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ରାତି ୧୨ଟା ୪୪ ମିନିଟରେ ୮୭ […]

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା

ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ […]

ରାଜ୍ୟସଭାରେ ହାତ ଯୋଡ଼ି କ୍ଷମା ମାଗିଲେ ଜୟା ବଚ୍ଚନ

ରାଜ୍ୟସଭାରେ କାହିଁକି ହାତ ଯୋଡ଼ି କ୍ଷମା ମାଗିଲେ ଜୟା ବଚ୍ଚନ? ରାଜ୍ୟସଭାରୁ ଅବସର ନେଉଥିବା ଏମ୍‌ପିମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟୀର ଏମ୍‌ପି ଜୟା ବଚ୍ଚନ ରହିଛନ୍ତି, ହେଲେ ବଜେଟ ଅଧିବେଶନ ସମୟରେ ସେ ଗୃହକୁ […]

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉପରେ କହି ଅଡୁଆରେ ରାହୁଲ

ରାହୁଲ ଗାନ୍ଧୀଙ୍କୁ ନୋଟିସ କରିବ ଜାତୀୟ ପଛୁଆ ବର୍ଗ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବିବୃତ୍ତିକୁ ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ଜାତୀୟ […]

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ । ଦଳରେ କୋଣଠେସା ଯୋଗୁଁ ଦଳ ଛାଡ଼ିଥିବା ଅଭିଯୋଗ କରିଛନ୍ତି ପ୍ରେମାନନ୍ଦ ନାୟକ । ଗତ ଅକ୍ଟୋବର ମାସରୁ ଦଳର […]

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

ବିଜେଡିରେ ମିଶୁ ମିଶୁ ସଂତୃପ୍ତ ମିଶ୍ରଙ୍କୁ ଦଳରେ ନୂଆ ଦାୟିତ୍ୱ ବିଜେଡିରେ ଯୋଗ ଦେଉ ଦେଉ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ଶାସକ ଦଳ ବିଜେଡି ସଂତୃପ୍ତଙ୍କୁ ଜାତୀୟ ମୁଖପାତ୍ର ଭାବେ […]

ସରିଲା ବିଧାନସଭାର ଶେଷ ଅଧିବେଶନ

ସରିଲା ବିଧାନସଭାର ଶେଷ ଅଧିବେଶନ, ଏକାଠି ଫଟୋ ଉଠାଇଲେ ଶାସକ-ବିରୋଧୀ ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭା ଶେଷ ହେବା ପରେ ଗୋଟିଏ ଫ୍ରେମରେ ଉଭୟ ଶାସକ-ବିରୋଧୀଙ୍କୁ ଦେଖିବାକୁ ମିଳିଛି । […]

୨ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଜଣେ ବୈଜ୍ଞାନିକଙ୍କୁ ମିଳିବ ସର୍ବୋଚ୍ଚ ସମ୍ମାନ

ଆଉ ୩ ଜଣଙ୍କୁ ‘ଭାରତ ରତ୍ନ’ ଆଉ ୩ ଜଣଙ୍କୁ ମିଳିବ ଭାରତ ରତ୍ନ। ଲାଲକୃଷ୍ଣ ଆଡଭାନୀଙ୍କ ପରେ ଆଉ ୩ ଜଣଙ୍କ ନାଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୂର୍ବ ପ୍ରଧାନମନ୍ତ୍ରୀ […]