ଆବୁଧାବିରେ ବିଶାଳ ହିନ୍ଦୁ ମନ୍ଦିର ଲୋକାର୍ପିତ

ଆବୁଧାବିରେ BAPS ସ୍ୱାମୀ ନାରାୟଣ ମନ୍ଦିର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଆବୁଧାବିରେ ଲୋକାର୍ପିତ ହେଲା ବିଶାଳ ହିନ୍ଦୁ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଛନ୍ତି। ଏହି ସମୟରେ ସେ ୪୨ଟି […]

ନିର୍ବାଚନ ପାଇଁ ବିଜେପିର କୋର୍ କମିଟି

ବିଜେପି ଗଠନ କଲା ୩କୋର୍ କମିଟି ୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ପାଇଁ ବିଭିନ୍ନ କମିଟି ଘୋଷଣା କରିଛି ବିଜେପି। ତା’ ମଧ୍ୟରେ ରହିଛି କୋର୍ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଏବଂ […]

ଦଳ ଛାଡ଼ିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି

କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ଅଂଶୁମାନ ମହାନ୍ତି ଦଳ ଛାଡ଼ିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଓଟିଭିକୁ ସୂଚନା ଦେଇଛନ୍ତି […]

ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ

ରିପିଟ୍‌ ହେଲେ ଅଶ୍ୱିନୀ, ବିଜେଡି କଲା ସମର୍ଥନ ରାଜ୍ୟସଭା କ୍ଷେତ୍ରରେ ରିପିଟ୍‌ ହେଲା ୨୦୧୯ ଗଣିତ । ୨୦୨୪ ପାଇଁ ସମାନ ଫର୍ମୁଲା ଆପଣାଇଲା BJD । BJP ପ୍ରାର୍ଥୀଙ୍କୁ BJD ପୁଣି କଲା […]

ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ

ମାଆଙ୍କ ଆସନରୁ ଲଢ଼ିବେ ଝିଅ ପ୍ରିୟଙ୍କା ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ଅନ୍ୟପଟେ ନିଜର ପାରମ୍ପରିକ ଆସନ ରାଏବରେଲୀକୁ ଝିଅ ପ୍ରିୟଙ୍କାଙ୍କ ପାଇଁ ସୋନିଆ ଛାଡୁଥିବା ଚର୍ଚ୍ଚା ହେଉଛି । ଯଦି ରାଏବରେଲୀ […]

କିଏ ହେବେ ରାଜ୍ୟସଭା ତୃତୀୟ ଆସନ ପାଇଁ ପ୍ରାର୍ଥୀ?

ରାଜ୍ୟସଭା ପାଇଁ କାଲି ନାମାଙ୍କନ ଭରିପାରନ୍ତି ଅଶ୍ୱିନୀ ବୈଷ୍ଣବ କିଏ ହେବେ ରାଜ୍ୟସଭା ତୃତୀୟ ଆସନ ପାଇଁ ପ୍ରାର୍ଥୀ? ଲାଗିରହିଛି ସସପେନ୍ସ । ପୁଣି ଅଶ୍ୱିନୀ ବୈଷ୍ଣବ ରିପିଟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। […]

ଆଜି ଠାରୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ

ଆଜି ରଥକାଠ ଅନୁକୂଳ ପବିତ୍ର ଶ୍ରୀପଞ୍ଚିମୀରେ । ଆଜି ଠାରୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ। ଶ୍ରୀନଅର ସମ୍ମୁଖ ରଥଖଳାକୁ ରଥକାଠ ଆଗମନ ହେବ। ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ […]

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି ଓ ସଚିନ୍ ପାଇଲଟ୍

ରାହୁଲ ଗାନ୍ଧିଙ୍କ ପରେ ଓଡ଼ିଶା ଆସିବେ ପ୍ରିୟଙ୍କା ଓ ସଚିନ୍ ରାହୁଲ ଗାନ୍ଧିଙ୍କ ପରେ ପ୍ରିୟଙ୍କା ଓ ସଚିନ୍ ପାଇଲଟ୍ ବି ଓଡ଼ିଶା ଆସିବେ। ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ […]

ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

ନୀତିଶଙ୍କ ସପକ୍ଷରେ ପଡିଲା ୧୨୯ ବିଧାୟକଙ୍କ ଭୋଟ ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର । ବିହାରର ଏନଡିଏ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ଭୋଟ୍ ପଡିଥିବାବେଳେ, ବିରୋଧୀମାନେ କକ୍ଷତ୍ୟାଗ କରିଛନ୍ତି […]

ଭୁବନେଶ୍ୱର ଖଣ୍ଡଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଝିଅ ଉପରେ ଚଢିଗଲା ବସ ଭୁବନେଶ୍ୱର ଖଣ୍ଡଗିରିରେ ଦୁର୍ଘଟଣା । ମାଆ, ଝିଅ ରାସ୍ତା ପାରି ହେଉଥିବା ବେଳେ ଚଢ଼ିଗଲା ସ୍କୁଲ ବସ୍ । ଦୁର୍ଘଟଣାସ୍ଥଳରେ ଝିଅର ମୃତ୍ୟୁ । ପେଟ୍ରୋଲ ପମ୍ପ ସମ୍ମୁଖରେ […]

ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତିଙ୍କ ଇସ୍ତଫା

NDA କ୍ୟାମ୍ପକୁ ଗଲେ RJDର ୩ ବିଧାୟକ ବିହାର ବିଧାନସଭାରେ ଆଜି ଶକ୍ତି ପରୀକ୍ଷା ଦେବେ ନୀତୀଶ ସରକାର। ବିଧାନସଭା ପ୍ରକ୍ରିୟା ଜାରି ରହିଛି। ସମସ୍ତ ଦଳର ବିଧାୟକ ଗୃହରେ ପହଞ୍ଚିଛନ୍ତି। ଏହାରି ଭିତରେ […]