ପୁଣି କରୋନା ସଂକ୍ରମଣ ବୃଦ୍ଧି, ଜଣଙ୍କ ମୃତ୍ୟୁ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି । କର୍ଣ୍ଣାଟକର ବେଙ୍ଗାଲୁରୁରେ କରୋନା ସଂକ୍ରମଣ ପାଇଁ ଜଣକର ମୃତ୍ୟୁ ହୋଇଛି । […]